ବାତ୍ୟା ନେଇ ମନ୍ତ୍ରୀଙ୍କ ବଡ଼ ବୟାନ | Minister Suresh Pujari On Odisha Cyclone | Cyclone News Today
News18 Odia
0:00 / 0:00
ବାତ୍ୟା ନେଇ ମନ୍ତ୍ରୀଙ୍କ ବଡ଼ ବୟାନ | Minister Suresh Pujari On Odisha Cyclone | Cyclone News Today
3 807 просмотров · 11 часов назад
News18 Odia
6,18 млн подписчиков
3 807 просмотров · 11 часов назад
ବାତ୍ୟା ନେଇ ମନ୍ତ୍ରୀଙ୍କ ବଡ଼ ବୟାନ | Minister Suresh Pujari On Odisha Cyclone | Cyclone News Today
ସମ୍ଭାବ୍ୟ ବାତ୍ୟା ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । କହିଛନ୍ତି, ବାତ୍ୟା ନେଇ କିଛି ଘରୋଇ ସଂସ୍ଥା ପୂର୍ବାନୁମାନ ଲଗାଉଛନ୍ତି। ସେମାନେ ଆକଳନ କରୁଛନ୍ତି। ସେମାନେ ତାଙ୍କ ଅଙ୍କ କଷନ୍ତୁ। କିନ୍ତୁ ସରକାର ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟକୁ ପ୍ରତିହତ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଯେତେ ପ୍ରାକୃତିକ ବିପର୍ଯ୍ୟୟ ଆସୁଛି ଏବଂ ଆସିବ ତାକୁ ଆମେ ପ୍ରତିହତ କରିପାରିବା। ସେମାନେ ଯାହା ପୂର୍ବାନୁମାନ ଲଗାଉଛନ୍ତି ଲଗାନ୍ତୁ କିନ୍ତୁ ଆମେ ୩୬୫ ଦିନ ପ୍ରସ୍ତୁତ ଅଛୁ।...
Addressing rising speculations over a potential cyclonic system in the Bay of Bengal, Odisha Revenue and Disaster Management Minister Suresh Pujari responded to forecasts made by private weather agencies.
In this statement, Minister Suresh Pujari highlighted:
Response to Private Forecasts: Private agencies are free to run their calculations and issue weather models, but official action relies on validated intelligence.
Round-the-Clock Preparedness: The Odisha government remains prepared 365 days a year to tackle natural calamities, including cyclones, heavy rains, and floods.
Disaster Response Mechanism: The state possesses the required infrastructure and emergency response framework to safeguard lives and property against potential severe weather events.
Stay updated with authentic, real-time news reports. Like, Share, and Subscribe to follow every breaking story!
#SureshPujari #OdishaCycloneUpdate #OdishaNews #BayOfBengalLowPressure #OdishaWeatherUpdate #DisasterManagement
#OdishaCycloneUpdate #BayOfBengalLowPressure #OdishaWeatherUpdate #CycloneAlert #OdiaNews #IMDUpdate #news18odia #breakingnews #livenews #odishacyclone
News18 Odia is one of Odisha's leading and most trusted Odia news channels, bringing you the latest, fastest, and most reliable news from Odisha, India, and around the world. Stay informed with Breaking News, Odia News, Odisha News, Bhubaneswar News, and LIVE updates—all in one place.
Follow News18 Odia for trusted journalism, real-time updates, and in-depth coverage of the stories that matter most to Odisha and beyond.
--
ନ୍ୟୁଜ୍ ୧୮ ଓଡ଼ିଆ (News18 Odia) ହେଉଛି ଓଡ଼ିଶାର ଅଗ୍ରଣୀ ଏବଂ ସର୍ବାଧିକ ବିଶ୍ୱସନୀୟ ଓଡ଼ିଆ ଖବର ଚ୍ୟାନେଲ୍। ଓଡ଼ିଶା, ଦେଶ ତଥା ସମଗ୍ର ବିଶ୍ୱର ସର୍ବଶେଷ, ଦ୍ରୁତ ଏବଂ ସଠିକ୍ ଖବର ଆପଣଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ। ବ୍ରେକିଂ ନ୍ୟୁଜ୍, ଓଡ଼ିଶାର ଟିକିନିଖି ଖବର, ଭୁବନେଶ୍ୱର ଖବର ଏବଂ ଲାଇଭ୍ (LIVE) ଅପଡେଟ୍ ପାଆନ୍ତୁ କେବଳ ଗୋଟିଏ ସ୍ଥାନରେ।
ରାଜନୀତି, ଶାସନ ଏବଂ ନିର୍ବାଚନ ଠାରୁ ଆରମ୍ଭ କରି ଜିଲ୍ଲା ଖବର, ଅପରାଧ, ପାଣିପାଗ, ବାତ୍ୟା, ବ୍ୟବସାୟ, ଶିକ୍ଷା, ମନୋରଞ୍ଜନ, କ୍ରୀଡ଼ା, ଟେକ୍ନୋଲୋଜି, ସ୍ୱାସ୍ଥ୍ୟ ଏବଂ ଲାଇଫଷ୍ଟାଇଲ୍ ପର୍ଯ୍ୟନ୍ତ, ନ୍ୟୁଜ୍ ୧୮ ଓଡ଼ିଆ ୨୪ ଘଣ୍ଟା (24x7) ଖବର ପ୍ରସାରଣ କରିଥାଏ।
ନିର୍ଭରଯୋଗ୍ୟ ସାମ୍ବାଦିକତା, ରିଅଲ୍-ଟାଇମ୍ ଅପଡେଟ୍ ଏବଂ ଓଡ଼ିଶା ତଥା ବାହାରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀର ସଠିକ୍ ଖବର ପାଇଁ ଆଜି ହିଁ ନ୍ୟୁଜ୍ ୧୮ ଓଡ଼ିଆ ସହିତ ଯୋଡ଼ି ହୋଇ ରୁହନ୍ତୁ।
Follow Every Breaking Story LIVE
🔴 Watch News18 LIVE 24x7: https://youtube.com/live/P03Ozb37nxI
Download our News18 Mobile App - https://onelink.to/desc-youtube
Please visit our website https://bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ
Subscribe to our channel to get the latest news and updates https://tinyurl.com/y46bt2fm
ID_OD_BJ