ଆଜି ଆମ ବଗିଚାରେ ଚିକେନ ଭୋଜି 😋🍗 | Odia Family Vlog | Dipu Ranjita Family Vlogs
Dipu Ranjita family vlog
0:00 / 0:00
ଆଜି ଆମ ବଗିଚାରେ ଚିକେନ ଭୋଜି 😋🍗 | Odia Family Vlog | Dipu Ranjita Family Vlogs
800 просмотров · 9 дн. назад
Dipu Ranjita family vlog
76 подписчиков
800 просмотров · 9 дн. назад
ନମସ୍କାର ସମସ୍ତଙ୍କୁ 🙏❤️
ଆଜି ଆମ ବଗିଚାରେ ଜମିଲା ଚିକେନ ଭୋଜି 🍗😋 ଘର ପରିବାର ସହ ମିଶି ଖାଇବା, ମଜାମସ୍ତି ଓ ଆମ ଗାଁର ସୁନ୍ଦର ମୁହୂର୍ତ୍ତ ଆପଣମାନଙ୍କ ସହ ସେୟାର କରିଛୁ।
ଭିଡିଓଟି ଭଲ ଲାଗିଲେ Like 👍 କରନ୍ତୁ, Comment କରି ଜଣାନ୍ତୁ ଏବଂ ଆମ ଚ୍ୟାନେଲକୁ Subscribe କରି ଆମ ପରିବାରର ସଦସ୍ୟ ହୁଅନ୍ତୁ। ❤️
ଆପଣମାନଙ୍କ ଭଲପାଇବା ଓ Support ଆମ ପାଇଁ ବହୁତ ମୂଲ୍ୟବାନ। 🙏
ଜୟ ଜଗନ୍ନାଥ 🙏
Channel: Dipu Ranjita Family Vlogs
#OdiaVlog #ChickenFeast #OdiaFamilyVlog #VillageVlog #DipuRanjitaFamilyVlogs