କୋକୋ ର ପ୍ରଥମ କୁମାର ପୂର୍ଣ୍ଣିମା 🌕😍 | Dhenkanal Laxmi Puja ରେ କୋକୋ #sradhapanigrahi
Sradha Panigrahi
0:00 / 0:00
କୋକୋ ର ପ୍ରଥମ କୁମାର ପୂର୍ଣ୍ଣିମା 🌕😍 | Dhenkanal Laxmi Puja ରେ କୋକୋ #sradhapanigrahi
130 127 просмотров · 19 ч назад
Sradha Panigrahi
425 тыс. подписчиков
130 127 просмотров · 19 ч назад
କୋକୋ ର ପ୍ରଥମ କୁମାର ପୂର୍ଣ୍ଣିମା 🌕❤️
ଅଳତା ଲଗେଇଲା କୋକୋ, ଜହ୍ନ କୁ ଦେଲା ଲିଆ ଆଉ ମା’ ହାତର ତିଆରି କାକେରା ପିଠା! 🥰 ଏଥର ପରିବାର ସହ କୁମାର ପୂର୍ଣ୍ଣିମାର କିଛି ସୁନ୍ଦର ମୁହୂର୍ତ୍ତ ଓ ଢେଙ୍କାନାଳ ଲକ୍ଷ୍ମୀ ପୂଜା ବୁଲିବାର ମଜା ନେଇ ଆସିଛୁ ଆଜିର vlog ରେ। ✨🙏
Join Koko’s first Kumar Purnima celebration with traditional rituals, homemade Kakera Pitha and family fun at Dhenkanal Laxmi Puja!
ଆପଣଙ୍କ କୁମାର ପୂର୍ଣ୍ଣିମା କେମିତି କଟିଲା? Comment ରେ ଜଣାନ୍ତୁ। ❤️
ଭିଡିଓ ଭଲ ଲାଗିଲେ Like, Share ଓ Koko Vlogs କୁ Subscribe କରନ୍ତୁ! 🔔
#KokoVlogs #KumarPurnima #DhenkanalLaxmiPuja #OdiaVlog #KakeraPitha