ଆରେ ଧନ ମୋ ରାଧା ମୋହନ!kirtan style odia bhajan song!New odia bhajan 2026!
Jayanti Entertainment
0:00 / 0:00
ଆରେ ଧନ ମୋ ରାଧା ମୋହନ!kirtan style odia bhajan song!New odia bhajan 2026!
5 880 просмотров · 7 дн. назад
Jayanti Entertainment
392 подписчика
5 880 просмотров · 7 дн. назад
ଆରେ ଧନ ମୋ ରାଧା ମୋହନ ଭଗବାନ ଶ୍ରୀ କୃଷ୍ଣ ଙ୍କୁ ଅର୍ପଣ କରାଯାଇଥିବା ଏକ ଭକ୍ତି ଭରା ଓଡ଼ିଆ ଭଜନ!
ଏଠାରେ ମୁଁ ମାଆ ଜସୁଦା ଙ୍କ ଠାରୁ ବିଦାୟ ନେବା ପରେ ମା ଜସୁଦା ଙ୍କ ମନ କିଭଳି ବ୍ୟାକୁଳ ହୋଇ ଶ୍ରୀ କୃଷ୍ଣ ଙ୍କ ଫେରିବା ବାଟ କୁ ଚାହିଁ ରହିଛି ତାହାକୁ କିଛି ମାତ୍ରା ରେ ଦେଖାଇବା ପାଇଁ ଚେଷ୍ଟା କରିଛି!
ମଣିଷ ଜୀବନ ରେ ଯେତେ ଦୁଃଖ କଷ୍ଟ ଆସିଲେ ମଧ୍ୟ ଭଗବାନ ଶ୍ରୀ କୃଷ୍ଣ ଙ୍କ ନାମ ଏକ ମାତ୍ର ସାହାରା
ଭଗବାନ ଆପଣ ମାନଙ୍କ ପରିବାର କୁ ସବୁବେଳେ ଖୁସିରେ ରଖନ୍ତୁ 🥰
ଯଦି ଏହିଭଳି ମନ ଛୁଆଁ ଭକ୍ତି ଭରା ଗୀତ ଶୁଣିବାକୁ ଚାଁହୁଥିଲେ ଜୟନ୍ତ ଏଣ୍ଟେ୍ଟେନମେଣ୍ଟ (JAYANTI ENTRAINMENT )କୁ SUBSCRIBE କରି ରଖନ୍ତୁ ଏବଂ ଭିଡ଼ିଓ କୁ LIKE♥️ SHARE ♥️ କରନ୍ତୁ ଓ ଆମ ସହ ଯୋଡି ହୋଇ ରୁହନ୍ତୁ 🙏
🙏 ରାଧେ ରାଧେ 🙏
#sri Krishna
# jay sri krishna
#Krishna bhajan
#odia bhakti song
#odia bhajan
#odia sankirtana bhajan
#sankirtana
#new trending bhajan
#trending bhajan status
#odia devotional song
#sakala bhajan
#radhe radhe
#radhe Krishna song