ଘରୁ ବାହାରନ୍ତୁ ନାହିଁ, ଭବାନୀପାଟଣା ସହରରେ ବୁଲୁଛି ଭାଲୁ l Bear entered in Bhawanipatna city ,Kalahandi
Pratidin TV
0:00 / 0:00
ଘରୁ ବାହାରନ୍ତୁ ନାହିଁ, ଭବାନୀପାଟଣା ସହରରେ ବୁଲୁଛି ଭାଲୁ l Bear entered in Bhawanipatna city ,Kalahandi
4 728 просмотров · 2 месяца назад
Pratidin TV
1,76 млн подписчиков
4 728 просмотров · 2 месяца назад
ଘରୁ ବାହାରନ୍ତୁ ନାହିଁ, ଭବାନୀପାଟଣା ସହରରେ ବୁଲୁଛି ଭାଲୁ l କଳାହାଣ୍ଡି ଭବାନୀପାଟଣା ସହରରେ ୨ ଦିନ ହେଲା , ଏକ ଭାଲୁ ସହର କୁ ପଶି ଆସିଛି । ସହର ବାସୀ ଆତଙ୍କିତ ଓ ଭୟରେ ଅଛନ୍ତି । କଳାହାଣ୍ଡି ଉତ୍ତର ଓ ଦକ୍ଷିଣ ଖଣ୍ଡ ବନବିଭାଗ ଭାଲୁ କୁ ଧରିବା ପାଇଁ ୨୪ ଘଣ୍ଟା ଅହରହ ଚେଷ୍ଟା ଜାରି ରଖିଛନ୍ତି। ଜନସାଧାରଣ ଙ୍କୁ ଡାକବାଜି ଯନ୍ତ୍ରରେ ପ୍ରଚାର କରି ଭବାନୀପାଟଣା ସହରକୁ ଆସୁଥିବା ଲୋକ ମାନଙ୍କୁ ଭାଲୁ ଆକ୍ରମଣରୁ ନିଜକୁ ରକ୍ଷା କରିପାରିବେ ସେ ଉପରେ ସତର୍କ କରାଉଛନ୍ତି । Bear entered in Bhawanipatna city ,Kalahandi #Kalahandi
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha