Kendrapara Gajalaxmi Puja Bhasani 2023 ll kendrapara Day -1
KDP MAD BIKER
0:00 / 0:00
Kendrapara Gajalaxmi Puja Bhasani 2023 ll kendrapara Day -1
2 163 просмотра · 2 года назад
KDP MAD BIKER
2,13 тыс. подписчиков
2 163 просмотра · 2 года назад
Kendrapara gajalaxmi Puja 2023
#kendrapara #dj #malana #gajalaxmipuja
#odiavlog #odisha
ଜମୁଛି କେନ୍ଦ୍ରାପଡ଼ା ଜିଲ୍ଲାର ଗଣପର୍ବ ଗଜଲକ୍ଷ୍ମୀ ପୂଜା । ଭଳିକି ଭଳି ତୋରଣ ସାଙ୍ଗକୁ ଚିକମିକ୍ ଆଲୋକରେ ଚମକି ଉଠୁଛି ସାରା ସହର । କୁମାର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥିଲା ଏହି ଗଣପର୍ବ । ପ୍ରଥମ ଦିନ ଚନ୍ଦ୍ରଗ୍ରହଣ ପାଇଁ ଫିକା ପଡିଥିବା ବେଳେ ଦ୍ବିତୀୟ ଦିନ ଠାରୁ ଆରମ୍ଭ ହୋଇଥିଲା ଭକ୍ତଙ୍କ ଭିଡ଼ । ଧରାଧାମକୁ ଓହ୍ଲାଇଛନ୍ତି ଧନଦାତ୍ରୀ ଦେବୀ ମା' ଲକ୍ଷ୍ମୀ । ଗଜ ବାହନରେ ଆସିଥିବାରୁ ଧନଦାତ୍ରୀଙ୍କୁ ଗଜଲକ୍ଷ୍ମୀ ବେଶରେ ପୂଜା କରାଯିବାର ରହିଛି ପରମ୍ପରା ।