Перейти к содержимому

ସୋସିଆଲ ମିଡିଆରେ ଚରିତ୍ର ସଂହାର ଥାନାର ଦ୍ୱାରସ୍ତ ହେଲେ ବିଜେଡି

Odisha Samachar Live

0:00 / 0:00

ସୋସିଆଲ ମିଡିଆରେ ଚରିତ୍ର ସଂହାର ଥାନାର ଦ୍ୱାରସ୍ତ ହେଲେ ବିଜେଡି

12 012 просмотров · 13 дн. назад
Odisha Samachar Live
258 подписчиков
12 012 просмотров · 13 дн. назад
ସୋସିଆଲ ମିଡିଆରେ ଚରିତ୍ର ସଂହାର ଅଭିଯୋଗକୁ ନେଇ ଥାନାର ଦ୍ୱାରସ୍ଥ ହେଲେ ବିଜେଡି। ସୁଜାତା କର୍ତିକେନ୍ ଙ୍କୁ ନେଇ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ଓ ମନ୍ତବ୍ୟକୁ ନେଇ ଉଠିଛି ଅଭିଯୋଗ। ଘଟଣାକୁ ନେଇ ଥାନାରେ ଅଭିଯୋଗ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି। ଏହି ଘଟଣାକୁ ନେଇ ଇପ୍ସିତା ସାହୁ କଣ କହିଲେ? କାହିଁକି ଥାନାର ଦ୍ୱାରସ୍ଥ ହେଲେ ବିଜେଡି? ଦେଖନ୍ତୁ ଏହି ରିପୋର୍ଟରେ। Odishasamacharlive #IpsitaSahu #BJD #OdishaPolitics #SocialMedia #CharacterAssassination #PoliceComplaint #BJDProtest #OdishaNews #Odishasamacharlive #OdiaNews ଓଡ଼ିଶା ସମାଚାର Live ସତ୍ୟ ଖବର, ନିର୍ଭୀକ ସ୍ୱର ଓ ନିଷ୍ପକ୍ଷ ସୂଚନା ପାଇଁ ଆମ ସହ ଯୋଡ଼ି ରୁହନ୍ତୁ। ଓଡ଼ିଶା, ଦେଶ-ବିଦେଶ, ରାଜନୀତି, ସମାଜ, ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟବସାୟ, କ୍ରୀଡ଼ା ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଖବରର ଅପଡେଟ୍ ପାଇଁ ଆମ YouTube ଚ୍ୟାନେଲ୍‌କୁ Subscribe କରନ୍ତୁ। 📺 YouTube: ଓଡ଼ିଶା ସମାଚାର ଉପସଂହାର 📧 Email: odishasamacharnews@gmail.com 📱 Mobile: +91 98614 14162 🔔 ନୂଆ ଖବର ପାଇଁ Subscribe କରନ୍ତୁ ଏବଂ Bell Icon 🔔 ଦବାନ୍ତୁ। #odishasamacharlive