Перейти к содержимому

କୁମାର ପୁର୍ଣିମା || Adi Aru Masti

Adi Aru Masti😁😁

0:00 / 0:00

କୁମାର ପୁର୍ଣିମା || Adi Aru Masti

166 просмотров · 2 дн. назад
Adi Aru Masti😁😁
171 подписчик
166 просмотров · 2 дн. назад
🌕✨ କୁମାର ପୁର୍ଣିମାର ସୁନ୍ଦର ଉତ୍ସବ ✨🌕 ଆଜି ଆମ ଘରେ ବହୁତ ଆନନ୍ଦରେ କୁମାର ପୁର୍ଣିମା ପାଳନ କଲୁ। ❤️ ପୂଜା, ଚାନ୍ଦ ଦେଖିବା, ଭୋଗ ଏବଂ ପିଲାମାନଙ୍କର ସୁନ୍ଦର ସଜବାଜ—ସବୁକିଛି ଏହି vlog ରେ ଦେଖିପାରିବେ। 🥰🌸 ଆମ ଦୁଇ ଭାଇ-ଭଉଣୀଙ୍କର ମସ୍ତି ଓ କୁମାର ପୁର୍ଣିମାର ଖୁସି ମିଶି ଦିନଟି ଆହୁରି special ହୋଇଗଲା। ❤️ ଭିଡିଓଟି ଭଲ ଲାଗିଲେ Like 👍 | Comment 💬 | Share ❤️ | Subscribe 🔔 କରିବାକୁ ଭୁଲିବେନି। #kumarpurnima #odiafestival #odiavlog #odiafamilyvlog #odiayoutuber #happyfamily #workingmom