Перейти к содержимому

ମା ଗର୍ଭ ଭିତରେ ପିଲା ଭଗବାନଙ୍କ ସହ କଣ କଥା ହୁଏ II ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ II ପ୍ରବକ୍ତା-ସତ୍ୟାନନ୍ଦ ଦାସ

WC Bhakti

0:00 / 0:00

ମା ଗର୍ଭ ଭିତରେ ପିଲା ଭଗବାନଙ୍କ ସହ କଣ କଥା ହୁଏ II ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ II ପ୍ରବକ୍ତା-ସତ୍ୟାନନ୍ଦ ଦାସ

10 632 просмотра · 4 года назад
WC Bhakti
220 тыс. подписчиков
10 632 просмотра · 4 года назад
ମା ଗର୍ଭ ଭିତରେ ପିଲା ଭଗବାନଙ୍କ ସହ କଣ କଥା ହୁଏ II ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ II ପ୍ରବକ୍ତା-ସତ୍ୟାନନ୍ଦ ଦାସ ପ୍ରଭୁ ଶ୍ରୀ ଜଗନ୍ନାଥ ସମଗ୍ର ବିଶ୍ୱ ତଥା ଆମ ଓଡ଼ିଆ ମାନଙ୍କର ପୂଜ୍ୟ ଦେବତା I କାହିଁ ଅନନ୍ତ କାଳରୁ ପ୍ରଭୁ ପୂଜା ପାଉଛନ୍ତି ଆମ ଓଡିଶା ମାଟିର ପୁରୀ ଧାମରେ I ଯେପରି ବଡ ତାଙ୍କ ହୃଦୟ ସେହିପରି, ବଡ ତାଙ୍କ ଦେଉଳ, ବଡ ତାଙ୍କ ସଂସ୍କୃତି, ବଡ ତାଙ୍କ ଏଇତିହ, ଓ ବଡ ତାଙ୍କ ପରମ୍ପରା I ସେଇ ବଡ ଠାକୁର, କାଳିଆ ଠାକୁର, ଚକାନୟନ, ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ଅନୁଗ୍ରହରେ, ଆମେ ଭେଟି ଦେଉଛୁ ଓଡ଼ିଶାର ଅଗଣିତ ଦର୍ଶକ ମାନଙ୍କ ପାଇଁ "WC BHAKTI " ପ୍ରଥମ ଅଧାତ୍ମିକ ୟୁ ଟ୍ୟୁବ ଚାନେଲ । ଯେଉଁଥିରେ ଆପଣ ମାନେ ପାଇପାରିବେ ବୁଡ଼ି ଯାଉଥିବା କଳା ଓ ଲୋକ ସଂକୃତି ର ପୁନଃ ଉଦ୍ଧାର ପାଇଁ କିଭଳି ଭାବରେ ପୁଣିଥରେ ଲୋକଙ୍କ ମଧ୍ୟରେ ଉଜିବିତ ରହିବ ଓ ପୁନଃ ଉଦ୍ଧାର ହେଇପାରିବ ଏଥି ପାଇଁ ଆମର ଏ ପ୍ରୟାସ ଜାରି ରହିଛି I। ତେବେ ଆମ ଚାନେଲ " WC BHAKTI" କୁ ସବସକ୍ରIଇବ କରନ୍ତୁ ଓ ବେଲ ବଟନକୁ ପ୍ରେସ କରନ୍ତୁ ଯାହାଦ୍ୱାରା ଆପଣ ପାଇପାରିବେ ସମସ୍ତ ଭିଡିଓ ସହଜରେ । ଧନ୍ୟବାଦ ✽ Prabakta- ପ୍ରବକ୍ତା-ସତ୍ୟାନନ୍ଦ ଦାସ ✽ Arranger - ନାମାଚାର୍ଯ୍ୟ ଶ୍ରୀମଦ୍ ବାୟାବାବା ଭାଗବତ ମହାପୁରାଣ ପ୍ରଚାର ପ୍ରସାର ସମିତି, ରାହାମା ✽ Dop - Abhaya , Prasanjit ✽ Edited By: WC BHAKTI other social links Instagram -   / wcbhakti   Facebook -   / wcbhakti   Youtube -    / @wcbhakti   #wcbhakti #jagannathstory #anubhutirejagannath #anubhutireshreejagannath #anubhutirethakura #jagannathmahima #jagannathpuri #anubhutirethakura #shreejagannathmahima #odia #ପ୍ରବକ୍ତାସତ୍ୟାନନ୍ଦ ଦାସ #ଶ୍ରୀମଦ୍ଭାଗବତପାରାୟଣ #ପ୍ରବଚନ #ମାଗର୍ଭଭିତରେପିଲାଭଗବାନଙ୍କସହକଣକଥାହୁଏ