ପତର ସଉରା ସୌରଣୀ କଳି // ପତର ସଉରା ଦଣ୍ଡ Kampra Boudh //Antarjami
antarjami
0:00 / 0:00
ପତର ସଉରା ସୌରଣୀ କଳି // ପତର ସଉରା ଦଣ୍ଡ Kampra Boudh //Antarjami
12 677 просмотров · 12 дней назад
antarjami
5,01 тыс. подписчиков
12 677 просмотров · 12 дней назад
ପତର ସଉରା ସୌରାଣି ଦଣ୍ଡ ନୃତ୍ୟ କମ୍ପ୍ରା // Patarasaura Saurani Danda Nurtya Kampra // Part 3 Viral
🌿 ମୟୂର କାଚ୍ଛେଣି ଗଣେଶ ପୂଜା ଅବସରରେ ଆୟୋଜିତ ଦଣ୍ଡ ନୃତ୍ୟ 🌿
🎭 କମ୍ପ୍ରା ଗାଁର ପତର ସଉରା ଦଣ୍ଡ ନୃତ୍ୟ 🎭
ଆମର ଲକ୍ଷ୍ୟ ହେଉଛି—ଆମ ଓଡ଼ିଶାର ଗାଁଗହଳିରେ ଲୁଚି ରହିଥିବା ନୂଆ ନୂଆ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପାରମ୍ପରିକ ଲୋକକଳାକୁ ଆପଣମାନଙ୍କ ପାଖରେ ପହଞ୍ଚାଇବା। ❤️
ସମୟ ସହିତ ଧୀରେ ଧୀରେ ଲୁପ୍ତ ହେବାକୁ ଯାଉଥିବା ଆମର ଏହି ପାରମ୍ପରିକ ଲୋକକଳା ଓ ସଂସ୍କୃତିକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ହିଁ ଆମର ଛୋଟିଆ ପ୍ରୟାସ। 🙏
ଆପଣମାନଙ୍କ ଭଲପାଇବା, ଆଶୀର୍ବାଦ ଓ ସମର୍ଥନ ହିଁ ଆମକୁ ଆହୁରି ଭଲ କାମ କରିବାକୁ ପ୍ରେରଣା ଦେବ। ❤️
👉 ସମସ୍ତଙ୍କୁ ଅନୁରୋଧ—ଭିଡିଓଟିକୁ Like 👍, Share 🔄 ଓ Follow ❤️ କରି ଆମକୁ Support କରନ୍ତୁ।
ଆମ ଲୋକକଳା ବଞ୍ଚି ରହୁ, ଆମ ସଂସ୍କୃତି ଆଗକୁ ବଢ଼ୁ। 🙏🌿
ଜୟ ଓଡ଼ିଶା ❤️