Перейти к содержимому

Mundari Bhasa Andalan !! Shamakhunta Mayurbhanj !! Mundari Vlog Videos // @Mundari_shiba_77

Mundari Shiba 77

0:00 / 0:00

Mundari Bhasa Andalan !! Shamakhunta Mayurbhanj !! Mundari Vlog Videos // @Mundari_shiba_77

3 864 просмотра · 4 дн. назад
Mundari Shiba 77
272 подписчика
3 864 просмотра · 4 дн. назад
Mundari Bhasa Andalan !! Shamakhunta Block Mayurbhanj !! Mundari Vlog Videos // @Mundari_shiba_77 🔥 MUNDARI BHASA ANDOLAN 🔥 ✊ ABUA DISUM, ABUA RAJ ✊ 🌿 ଆମ ଭାଷା, ଆମ ପରିଚୟ। 🌿 ଆମ ସଂସ୍କୃତି, ଆମ ଗର୍ବ। 🌿 ଆମ ଅଧିକାର, ଆମ ସଂଘର୍ଷ। ମୁଣ୍ଡାରୀ ଭାଷାର ସୁରକ୍ଷା, ପ୍ରଚାର ଓ ପ୍ରସାର ସହିତ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ମୁଣ୍ଡାରୀ ଭାଷାକୁ ସ୍ଥାନ ଦେବା ଦାବିରେ ଚାଲିଥିବା ଏହି ଐତିହାସିକ ଆନ୍ଦୋଳନକୁ ଆମର ଶତ ଶତ ନମନ। ଆଦିବାସୀ ସମାଜର ଏକତା, ଭାଷା ଓ ସଂସ୍କୃତିର ସମ୍ମାନ ପାଇଁ ଏହି ସଂଘର୍ଷ ଜାରି ରହିବ। 📍 LOCATION: SHAMAKHUNTA ❤️ ଜୟ ଆଦିବାସୀ ସମାଜ ✊ ଜୟ ମୁଣ୍ଡାରୀ ଭାଷା 🔥 ABUA DISUM ABUA RAJ ଭିଡିଓଟି ଭଲ ଲାଗିଲେ LIKE 👍 SHARE 🔄 ଓ CHANNELକୁ SUBSCRIBE 🔔 କରନ୍ତୁ। 🙏 ଆପଣଙ୍କ ସମର୍ଥନ ହିଁ ଆମର ଶକ୍ତି। #MundariBhasaAndolan #AbuaDisumAbuaRaj #JayMundari #MundariLanguage #AdivasiCulture #AdivasiMovement #MundariBhasa #Betnoti #Mayurbhanj #AdivasiUnity #TribalRights