ପୁଣି ବଢ଼ିଲା ବିପଦ ! Mahanadi Flood Update: Mundali Crosses 8.13 Lakh Cusecs | Odisha Flood
News18 Odia
0:00 / 0:00
ପୁଣି ବଢ଼ିଲା ବିପଦ ! Mahanadi Flood Update: Mundali Crosses 8.13 Lakh Cusecs | Odisha Flood
3 184 просмотра · 2 месяца назад
News18 Odia
6,23 млн подписчиков
3 184 просмотра · 2 месяца назад
ପୁଣି ବଢ଼ିଲା ବିପଦ ! Mahanadi Flood Update: Mundali Crosses 8.13 Lakh Cusecs | Odisha Flood
ସେପଟେ ମଧ୍ୟ ଛତିଶଗଡ଼ର ପଶ୍ଚିମାଞ୍ଚଳ ଏବଂ ସଂଲଗ୍ନ ପୂର୍ବ ମଧ୍ୟପ୍ରଦେଶ ଉପରେ ଗଭୀର ଅବପାତ ରହିଛି । ମଧ୍ୟ ଛତିଶଗଡ଼ର ପଶ୍ଚିମାଞ୍ଚଳ ଏବଂ ସଂଲଗ୍ନ ପୂର୍ବ ମଧ୍ୟପ୍ରଦେଶ ଉପରେ ଅବସ୍ଥିତ ଗଭୀର ଅବପାତ ଗତ ୬ ଘଣ୍ଟା ଧରି ପ୍ରାୟ ସ୍ଥିର ରହିଛି। ଏହା ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ପ୍ରାୟ ପଶ୍ଚିମ ଦିଗକୁ ଅଗ୍ରସର ହୋଇ ଛତିଶଗଡ଼, ପୂର୍ବ ମଧ୍ୟପ୍ରଦେଶ ଏବଂ ସଂଲଗ୍ନ ବିଦର୍ଭ ଅଞ୍ଚଳ ଦେଇ ଗତି କରିବା ସହ ଧୀରେ ଧୀରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ ଅବପାତ ସମୟରେ ବର୍ଷା ହେଲେ ଓଡ଼ିଶାକୁ ବନ୍ୟା ଜଳ ଆସିବ। ଯାହା ପଳରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇପାରେ। ଫଳରେ ମହାନଦୀ ଅବବାହିକାରେ ଜଳ ପ୍ରଭାବ ବଢିପାରେ ।
A deep depression remains nearly stationary over western Chhattisgarh and adjoining eastern Madhya Pradesh. According to weather forecasts, the system is expected to move westward over the next 12 hours before gradually weakening into a depression.
However, heavy rainfall associated with the system could increase inflows into the Mahanadi River, raising water levels and heightening flood concerns across parts of Odisha. Authorities are closely monitoring the situation as the Mahanadi basin may witness increased water discharge in the coming days. Watch the full report for the latest IMD weather update, Odisha flood alert, rainfall forecast, river water level updates, and the possible impact on Mahanadi basin districts.
ନ୍ୟୁଜ୍ ୧୮ ଓଡ଼ିଆ (News18 Odia) ହେଉଛି ଓଡ଼ିଶାର ଅଗ୍ରଣୀ ଏବଂ ସର୍ବାଧିକ ବିଶ୍ୱସନୀୟ ଓଡ଼ିଆ ଖବର ଚ୍ୟାନେଲ୍। ଓଡ଼ିଶା, ଦେଶ ତଥା ସମଗ୍ର ବିଶ୍ୱର ସର୍ବଶେଷ, ଦ୍ରୁତ ଏବଂ ସଠିକ୍ ଖବର ଆପଣଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ। ବ୍ରେକିଂ ନ୍ୟୁଜ୍, ଓଡ଼ିଶାର ଟିକିନିଖି ଖବର, ଭୁବନେଶ୍ୱର ଖବର ଏବଂ ଲାଇଭ୍ (LIVE) ଅପଡେଟ୍ ପାଆନ୍ତୁ କେବଳ ଗୋଟିଏ ସ୍ଥାନରେ।
ରାଜନୀତି, ଶାସନ ଏବଂ ନିର୍ବାଚନ ଠାରୁ ଆରମ୍ଭ କରି ଜିଲ୍ଲା ଖବର, ଅପରାଧ, ପାଣିପାଗ, ବାତ୍ୟା, ବ୍ୟବସାୟ, ଶିକ୍ଷା, ମନୋରଞ୍ଜନ, କ୍ରୀଡ଼ା, ଟେକ୍ନୋଲୋଜି, ସ୍ୱାସ୍ଥ୍ୟ ଏବଂ ଲାଇଫଷ୍ଟାଇଲ୍ ପର୍ଯ୍ୟନ୍ତ, ନ୍ୟୁଜ୍ ୧୮ ଓଡ଼ିଆ ୨୪ ଘଣ୍ଟା (24x7) ଖବର ପ୍ରସାରଣ କରିଥାଏ।
ଆମ ଚ୍ୟାନେଲରେ ଆପଣ କ'ଣ ଦେଖିବାକୁ ପାଇବେ?
ସବୁଠୁ ଆଗରେ ବ୍ରେକିଂ ନ୍ୟୁଜ୍ ଏବଂ ଲାଇଭ୍ ଅପଡେଟ୍
ଏକ୍ସକ୍ଲୁସିଭ୍ ରିପୋର୍ଟ ଏବଂ ଟିକିନିଖି ଗ୍ରାଉଣ୍ଡ କଭରେଜ୍
ବରିଷ୍ଠ ବିଶେଷଜ୍ଞଙ୍କ ସଠିକ୍ ବିଶ୍ଳେଷଣ
ଆକର୍ଷଣୀୟ ପ୍ରାଇମ୍-ଟାଇମ୍ ବିତର୍କ (Debates)
ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏବଂ ସ୍ପେଶାଲ୍ ଇଣ୍ଟରଭ୍ୟୁ
ପଡକାଷ୍ଟ ସହିତ ନ୍ୟୁଜ ଡେସ୍କ ଇଣ୍ଟରଭ୍ୟୁ
ନିର୍ଭରଯୋଗ୍ୟ ସାମ୍ବାଦିକତା, ରିଅଲ୍-ଟାଇମ୍ ଅପଡେଟ୍ ଏବଂ ଓଡ଼ିଶା ତଥା ବାହାରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀର ସଠିକ୍ ଖବର ପାଇଁ ଆଜି ହିଁ ନ୍ୟୁଜ୍ ୧୮ ଓଡ଼ିଆ ସହିତ ଯୋଡ଼ି ହୋଇ ରୁହନ୍ତୁ।
Follow Every Breaking Story LIVE
🔴 Watch News18 LIVE 24x7: https://youtube.com/live/P03Ozb37nxI
Download our News18 Mobile App - https://onelink.to/desc-youtube
Please visit our website https://bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ
Subscribe to our channel to get the latest news and updates https://tinyurl.com/y46bt2fm
ID_OD_ST