Перейти к содержимому

ଦରିଆ କୂଳର ଦରଦୀ ବନ୍ଧୁ || DARIA KULARA DARADI BANDHU || FULL JATRA || ‪@TheVillageAdventures2302‬

The Village Adventures

0:00 / 0:00

ଦରିଆ କୂଳର ଦରଦୀ ବନ୍ଧୁ || DARIA KULARA DARADI BANDHU || FULL JATRA || ‪@TheVillageAdventures2302‬

3 873 просмотра · 7 мес. назад
The Village Adventures
1,74 тыс. подписчиков
3 873 просмотра · 7 мес. назад
ଦରିଆ କୂଳର ଦରଦୀ ବନ୍ଧୁ || DARIA KULARA DARADI BANDHU || FULL JATRA || @TheVillageAdventures2302 Your Queries: ଦରିଆ କୂଳର ଦରଦୀ ବନ୍ଧୁ || DARIA KULARA DARADI BANDHU || FULL JATRA || @TheVillageAdventures2302 ନମସ୍କାର ଦର୍ଶକବନ୍ଧୁ 🙏। ଆପଣ ସମସ୍ତଙ୍କୁ ଆମ The Village Adventures youtube channel କୁ ସ୍ୱାଗତ ଜଣାଉଛୁ। ଏହି ଭିଡିଓ ଟି ଏକ ପାରିବାରିକ ନାଟକ ଉପରେ ଆଧାରିତ ହୋଇଛି। ଯାହାକି ଏ ବର୍ଷ ରୁକୁଣିଗାଁ ତରଫରୁ ଶିବରାତ୍ରି ଉପଲକ୍ଷେ ଏହି ନାଟକ ପରିବେଷିତ କରିଛୁ ଯାହାର ନାମ ଦରିଆ କୂଳର ଦରଦୀ ବନ୍ଧୁ । ଏ ନାଟକରେ ସମସ୍ତେ ନିଜର ବହୁତ ଭଲ କଳା ପ୍ରଦର୍ଶନ କରିଛନ୍ତି । ଏ ନାଟକର ଶୀର୍ଷକ ହୋଉଛି ଗୋଟେ ବାପା ମା ନଥିବା ଘରେ ତା ବଡ଼ ଭାଇ କେମିତି ନିଜେ ବାପା ଓ ମାଆ ହୋଇ ସେ ଭାଈ ଭଉଣୀ କୁ ବାହାରକୁ କାମ କରିବାକୁ ନ ଛାଡ଼ି ନିଜେ ପରିଶ୍ରମ କରି ସେମାନଙ୍କୁ ପାଠ ପଢେଇ ବଡ଼ ଚାକିରି କରିବାକୁ କହିଛି। ଏଠାରେ ବଡ଼ ଭାଇ ନିଜେ ବାପା ଓ ମାଆ ହୋଇ ତ୍ୟାଗ ଓ ପରିଶ୍ରମ ବଳରେ ଭାଈ ଭଉଣୀ କୁ ଭଲ ରାସ୍ତା କୁ ଆଣିବ ବୋଲି ଏ ଯାତ୍ରା ରେ ପରିବେଷିତ ହୋଇଛି। ଆପଣମାନଙ୍କୁ ଅନୁରୋଧ 🙏 ଯଦି ଆପଣମାନଙ୍କୁ ଏହି ଭିଡିଓ ଟି ଭଲ ଲାଗେ ତାହାଲେ ଆପଣମାନେ ନିଶ୍ଚୟ Support କରିବା ସହ like,share, comment, subscribe କରିବେ ବୋଲି ମୋର ଆଶା ଏହି ଭିଡିଓ କୁ last ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଆମକୁ ବହୁତ୍ ସାରା ଭଲ ପାଇବା ଦିଅନ୍ତୁ । ☺️THANK YOU FOR VISITING MY CHANNEL ☺️ #dariakularadaradibandhujatra #odiashorts #song #kothisala #love #thevillageadventures #dance #fulljatra #odianews #newjatrasong #jayjagannathswami #jayshreeram #pramodmaharana #pramodmaharanagahani #odiashorts #festival #thevillageadventures #kothisala #gahani #ganjamtouristplace #odiajatra #kothisalanacha #kothisalagahani #mithunabhaigahani #odiasong #odianacha #dance #1ksubscribers #kalipujabhasani #duet #dariakularadaradibandhujatra #comedyfulljatra #hindishorts #sudambhaibinakara ----------------------------------------------------------- MY EQUIPMENTS : oppo Reno 14 - https://dl.flipkart.com/s/aWkd5euuuN Camera Tripod - https://dl.flipkart.com/s/aWMfhhuuuN ---------------------------------------------------------- For any enquiry Email :- himarch586257@gmail.com Don't forget to Like , Comment, Share& Subscribe New Videos For All Viewers :-   • Baba gupteswar temple || Raulapalli,Ganjam...   [THANKS FOR WATCHING THIS VIDEO ] ----------------------------------------------------------- Himansu Parida From - Rukunigam, chatrapur,Ganjam,Odisha,( india)