Перейти к содержимому

ମୁଁ ମଲା ପରେ || କଣ୍ଠ,ଗୀତ,ସଂଗୀତ:- ରବୀନ୍ଦ୍ର ମହାପାତ୍ର|| Mun Mala Pare ||Rabindra Mohapatra Odia Bhajan

Rabindra Mohapatra Official

0:00 / 0:00

ମୁଁ ମଲା ପରେ || କଣ୍ଠ,ଗୀତ,ସଂଗୀତ:- ରବୀନ୍ଦ୍ର ମହାପାତ୍ର|| Mun Mala Pare ||Rabindra Mohapatra Odia Bhajan

1 105 174 просмотра · 5 лет назад
Rabindra Mohapatra Official
77 тыс. подписчиков
1 105 174 просмотра · 5 лет назад
✽ କଣ୍ଠ / ଗୀତ / ସଂଗୀତ: ରବୀନ୍ଦ୍ର ମହାପାତ୍ର ************************************ ମୁଁ ମଲାପରେ କେହି ଯେ ନ କହୁ ମରିଗଲା ଭଲ ହେଲା ଏମିତି ମଣିଷ କର ମତେ ପ୍ରଭୁ ଲୁହରେ ସବୁରି ଆଖି ଭିଜୁଥିବ କୋହରେ ସବୁରି ହ୍ରୁଦ କାନ୍ଦୁଥିବ ହେ ମଣିମା, ଜାଣିବି ମୋ ଜନ୍ମ ସାର୍ଥକ ହେଲା ||୦|| ************************************ ସ୍ୱର୍ଗ ଦୁଆରରେ ନ ଜଳିଲେ ନାହିଁ ଗାଆଁ ମଶାଣିରେ ଜଳୁ ପଛେ ଜୁଇ ସରଗବାସୀ ମୁଁ ନ ହେଲେ ନାହିଁ ନର୍କ ଯନ୍ତ୍ରଣାରେ ପଛେ ରହିବି ମୁହିଁ ଏମିତି ମଣିଷ କର ମତେ ପ୍ରଭୁ ସବୁରି ହସର କାରଣ ହୋଇଥିବି ସବୁରି ମନକୁ ସ୍ନେହରେ ଜିଣୁଥିବି ହେ ମଣିମା, ଜାଣିବି ମୋ ଜନ୍ମ ସାର୍ଥକ ହେଲା ||୧|| ************************************ ଅବଢ଼ା ଗଣ୍ଡିଏ ଯଦି ନାହିଁ କପାଳେ ଶାଗପଖାଳରେ ମୋର ସଂସାର ଚଳେ ଡୋରି ଲାଗୁ କି ନ ଲାଗୁ ଶୀରିମନ୍ଦିର ମୋ ଭଙ୍ଗା ଠାକୁର ଘରେ ଦର୍ଶନ ମୋର ଏମିତି ମଣିଷ କର ମତେ ପ୍ରଭୁ ସତରେ ସତରେ ପ୍ରଭୁ ବଂଚୁଥିବି ସେବାରେ ସେବାରେ ଆନନ୍ଦ ପାଉଥିବି ହେ ମଣିମା, ଜାଣିବି ମୋ ଜନ୍ମ ସାର୍ଥକ ହେଲା ||୨|| ************************************ ( ରବୀନ୍ଦ୍ର ମହାପାତ୍ର ) ------------------- ✽ଯଦି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟିକୁ ଲାଇକ ଓ ଶେୟାର କରନ୍ତୁ ଏବଂ କମେଣ୍ଟ କରି ଆପଣଙ୍କ ମତଜଣାନ୍ତୁ । ✽ଆମେ ଭେଟି ଦେଉଛୁ ଓଡ଼ିଶାର ଅଗଣିତ ଦର୍ଶକ ମାନଙ୍କ ପାଇଁ "Rabindra Mohapatra Official” ୟୁ ଟ୍ୟୁବ ଚାନେଲ ✽ ତେବେ ଆମ ଚାନେଲ “Rabindra Mohapatra Official”କୁ ସବସକ୍ରIଇବ କରନ୍ତୁ ଓ ବେଲ ବଟନକୁ ପ୍ରେସ କରନ୍ତୁ ଯାହାଦ୍ୱାରା ଆପଣ ପାଇପାରିବେ ସମସ୍ତ ଭିଡିଓ ସହଜରେ । II ଧନ୍ୟବାଦ II ✽DIRECTED BY : Laxmi Prasad Mahapatra :INSTRUMENTS: ✽MUSIC ARANGEMENT & HARMONIUM: Basant Mishra ✽TABLA: Jogendranath Swain ✽KEYBOARD: Manoj Dutta ✽FLUTE: Shyamsundar Rao ✽GHUNGUR/KHANJANI: Jyotiranjan Swain ✽OCTAPAD: Satyakam Mohapatra ✽MIXING & MASTERING BY: Sanjay Moharana ✽DUBBING: FTI STUDIO, KHANNAGAR, CUTTACK ✽ Watch the video and stay connected with us for more entertainment updates. LIKE | COMMENT | SHARE | SUBSCRIBE ♪ Enjoy and stay connected with us!! ♪ ✽ Mail Id: selirabi8680@gmail.com ✽Contact Us:+91-9938229463 ✽ Video Edited & Design By: Suvam Music Media ✽ Edited At: Suvam Music Media ✽ Camera: Jagannath Senapati ✽ Description, Uploaded, Published By: Laxmi Prasad Mahapatra ✽Copyrights: @Rabindra Mohapatra Official ✽All copyrights of the pictures and music that are used in my videos are owned by its respective owners and I really appreciate them. ✽If any of the owners have a problem with your pictures and music used here, please send me a message and i will remove them.