Перейти к содержимому

ଘରେ ତିଆରି କରନ୍ତୁ ମଜାଦାର କଦଳୀ ଭଣ୍ଡା ବରା | Odia Traditional Recipe

Lipi Odia Kitchen

0:00 / 0:00

ଘରେ ତିଆରି କରନ୍ତୁ ମଜାଦାର କଦଳୀ ଭଣ୍ଡା ବରା | Odia Traditional Recipe

90 просмотров · 7 дн. назад
Lipi Odia Kitchen
52 подписчика
90 просмотров · 7 дн. назад
😋 ନମସ୍କାର ଦର୍ଶକ ବନ୍ଧୁ 🙏 ଆଜି ମୁଁ ଆପଣମାନଙ୍କ ପାଇଁ ନେଇ ଆସିଛି ବହୁତ ସୁଆଦିଆ ଓ ମଜାଦାର କଦଳୀ ଭଣ୍ଡା ବରା ରେସିପି। ଏହା ଖାଇବାକୁ ବହୁତ ସ୍ୱାଦିଷ୍ଟ ଏବଂ ଘରେ ବନେଇବା ମଧ୍ୟ ବହୁତ ସହଜ। ଆପଣମାନେ ମଧ୍ୟ ଏହି ରେସିପିକୁ ନିଜ ଘରେ ନିଶ୍ଚୟ ଥରେ ଟ୍ରାଏ କରନ୍ତୁ। ଭିଡିଓଟି ଭଲ ଲାଗିଲେ Like, Share ଓ Subscribe କରନ୍ତୁ। ❤️ ଆପଣମାନଙ୍କ ଭଲପାଇବା ଓ ସମର୍ଥନ ମୋ ପାଇଁ ବହୁତ ମୂଲ୍ୟବାନ। 🙏 #KadaliBhandaBara #OdiaRecipe #OdiaFood #OdiaCooking #TraditionalOdiaFood #OdiaKitchen #LipiOdiaKitchen #HomemadeFood #OdiaBreakfast