Smugglers Transport 3.1 Kg of Foreign Gold Through Odisha; Five Arrested
OTV
0:00 / 0:00
Smugglers Transport 3.1 Kg of Foreign Gold Through Odisha; Five Arrested
10 004 просмотра · 1 день назад
OTV
12,5 млн подписчиков
10 004 просмотра · 1 день назад
#ଓଡ଼ିଶା_ପୋଲିସକୁ_ଚକମା #ନେଇଗଲେ_୩କେଜି_ସୁନା
ପୁଣି ଚକମା ଖାଇଲା ଓଡ଼ିଶା ପୋଲିସ ସହ ଓଡ଼ିଶା ଗୁଇନ୍ଦା ବିଭାଗ । ସୁନା ଚୋରା ଚାଲାଣକାରୀ ଓଡ଼ିଶା ଦେଇ ନେଇଗଲେ ୩ କେଜି ସୁନା । ବାଂଲାଦେଶରୁ ବିଦେଶୀ ସୁନା ଚୋରା ଚାଲାଣ କରି କୋଲକାତା ଦେଇ ହାଇଦ୍ରାବାଦକୁ ପଠାଉଥିବା ଏକ ଗ୍ୟାଙ୍ଗ ସମ୍ପର୍କରେ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ହାଇଦ୍ରାବାଦ ଓ ବିଜୟୱାଡ଼ାର ଅଧିକାରୀମାନେ ମିଳିତ ଅଭିଯାନ ଚଳାଇଥିଲେ । ବିଜୟୱାଡ଼ା ସହରର ଉପକଣ୍ଠରେ ଏକ ସ୍କର୍ପିଓ ଗାଡ଼ିକୁ ଅଟକାଯାଇଥିଲା । ଗାଡ଼ିର ଏକ ଗୁପ୍ତ ଚାମ୍ବରରୁ ବିଦେଶୀ ମୁଦ୍ରା ଜବତ ହୋଇଥିଲା । ପଚରାଉଚରା ସମୟରେ ଗାଡ଼ିରେ ଥିବା ଦୁଇ ଜଣ ବ୍ୟକ୍ତି ବିଜୟୱାଡ଼ା ଉପକଣ୍ଠରେ ସୁନା ପହଞ୍ଚାଇଥିବା ସ୍ୱୀକାର କରିଥିଲେ । ଜବତ ବିଦେଶୀ ମୁଦ୍ରା ଚୋରା ଚାଲାଣ ହୋଇଥିବା ସୁନା ବିକ୍ରିରୁ ମିଳିଥିବା ଟଙ୍କା ବୋଲି ଜଣାପଡ଼ିଥିଲା । ଏହାପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଏକ ଯାତ୍ରୀବାହୀ ବସରେ ହାଇଦ୍ରାବାଦ ଯାଉଥିବା ଅନ୍ୟ ତିନି ଜଣ ସୁନା ଚାଲାଣକାରୀଙ୍କୁ ଚିହ୍ନଟ କରାଯାଇ ଏକ ଟୋଲ୍ ପ୍ଲାଜାରେ ଅଟକାଯାଇଥିଲା । ସେମାନଙ୍କ ଠାରୁ ପ୍ରାୟ ୩.୧ କିଲୋଗ୍ରାମ ଓଜନର ତିନୋଟି ବିଦେଶୀ ସୁନା ବିସ୍କୁଟ୍ ଜବତ ହୋଇଥିଲା । ସେମାନେ ସୁନା ବିସ୍କୁଟ୍ ଗୁଡ଼ିକୁ ଏକ ଥଳିରେ ରଖି ଅଣ୍ଟାରେ ବାନ୍ଧିଥିଲେ ।ଏହି ଚୋରା ସାମଗ୍ରୀ ସଂଗ୍ରହ ଓ ପରିବହନରେ ସମ୍ପୃକ୍ତ ମୋଟ ୫ ଜଣଙ୍କୁ ଗିରଫ କରାଯାଇ ସମ୍ପୃକ୍ତ ଅଦାଲତରେ ହାଜର କରାଯାଇଥିଲା । ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ସମସ୍ତଙ୍କୁ ନ୍ୟାୟିକ ହାଜତକୁ ପଠାଯାଇଛି ।ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।
#GoldSmuggling #ForeignGold #GoldBiscuits #OdishaPolice #OdishaIntelligence #GoldSmugglingRacket #Hyderabad #Vijayawada #Kolkata #Bangladesh #SmugglingNews #CrimeNews #OdishaNews #OdishaTV #OTV
Odisha Police and the state intelligence department have reportedly been outmanoeuvred by a gold smuggling gang that transported around 3.1 kg of foreign gold towards Hyderabad via Odisha. Acting on specific intelligence about a gang smuggling foreign gold from Bangladesh through Kolkata to Hyderabad, officials from Hyderabad and Vijayawada launched a joint operation. A Scorpio SUV was intercepted on the outskirts of Vijayawada, where foreign currency was recovered from a hidden compartment. During questioning, two occupants reportedly admitted to delivering gold on the outskirts of Vijayawada, and the seized currency was suspected to be proceeds from the sale of smuggled gold. Subsequently, three other alleged smugglers travelling to Hyderabad on a passenger bus were intercepted at a toll plaza. Three foreign gold biscuits weighing approximately 3.1 kg were recovered from them; the biscuits had been concealed in a bag tied around their waists. A total of five people were arrested and remanded to judicial custody. Further investigation is underway.
For latest news updates follow us on WhatsApp: https://whatsapp.com/channel/0029VaYN...
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV