ଅଷ୍ଟମ ଶ୍ରେଣୀ ଜ୍ୟାମିତି ର ମୌଳିକ ଧାରଣା ଅନୁଶୀଳନୀ 1(b), ଓଡ଼ିଆ ମିଡିୟମ,Part 2
Tricks with Arpita
0:00 / 0:00
ଅଷ୍ଟମ ଶ୍ରେଣୀ ଜ୍ୟାମିତି ର ମୌଳିକ ଧାରଣା ଅନୁଶୀଳନୀ 1(b), ଓଡ଼ିଆ ମିଡିୟମ,Part 2
149 просмотров · 12 дней назад
Tricks with Arpita
227 подписчиков
149 просмотров · 12 дней назад
ଅଷ୍ଟମ ଶ୍ରେଣୀ ଗଣିତ - ଜ୍ୟାମିତି ର ମୌଳିକ ଧାରଣା ଅନୁଶୀଳନୀ 1(b) ର ସମ୍ପୂର୍ଣ୍ଣ ସମାଧାନ!
ପୂର୍ବ Video ରେ ଆମେ 1(a) କରିଥିଲୁ, ଆଜି 1(b) ର ସବୁ ପ୍ରଶ୍ନ ର ଉତ୍ତର ବହୁତ ସହଜ ରେ ବୁଝିବା।
ଏହି ଅଧ୍ୟାୟରେ ତୁମେ ଶିଖିବ:
✅ ରେଖା ଓ କୋଣ ର ପ୍ରକାର
✅ ଅନୁଶୀଳନୀ 1(b) ର ପ୍ରଶ୍ନ ଉତ୍ତର ଆଲୋଚନା
✅ ପରୀକ୍ଷା ପାଇଁ Important Questions
ପୂରା Playlist ଦେଖିବା ପାଇଁ Channel Subscribe କର 🌻
Previous Video (1a) - Link Yethi Add Kariba
#Class8Math1b #Anusilani1b #BSEOdishaClass8 #8thGeometry #OdiaMath #TricksWithArpita #Class8Ganita