Перейти к содержимому

୪୮ ଘଣ୍ଟା ପ୍ରବଳ ବର୍ଷା | Deep Depression to Cross Tonight, Heavy Rain Alert for Odisha | Nandi Live

Nandi Live

0:00 / 0:00

୪୮ ଘଣ୍ଟା ପ୍ରବଳ ବର୍ଷା | Deep Depression to Cross Tonight, Heavy Rain Alert for Odisha | Nandi Live

109 просмотров · 1 день назад
Nandi Live
21,2 тыс. подписчиков
109 просмотров · 1 день назад
#୪୮_ଘଣ୍ଟା_ପ୍ରବଳ_ବର୍ଷା ଆଜି ରାତି ସୁଦ୍ଧା ସ୍ଥଳ ଭାଗ ଅତିକ୍ରମ କରିବ ଗଭୀର ଅଵପାତ। ଏହା ପ୍ରଭାବ ରେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ଓ ଉପକୂଳ ଓଡ଼ିଶା ରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ରେଡ଼ ଓ ଅରେଞ୍ଜ ଓ୍ବାଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । #DeepDepression #OdishaRain #HeavyRain #RainAlert #RedAlert #OrangeAlert #OdishaWeather #WeatherUpdate #OdishaNews #OdiaNews #NandiLive 📢 Follow us for daily updates: 🔹 Facebook: tinyurl.com/mssa4drd 🔹 Instagram: tinyurl.com/3k6r2mmm 🔹 YouTube:    / @nandilive   🔹X (Twitter): tinyurl.com/58zpb4zy 🔔 Like • Share • Subscribe • Follow