Перейти к содержимому

Navadurga | Odissi Dance by Itishree Jena | Sri Kala Niketan | Balagandi Ganapati Sangha #nabadurga

itishree jena

0:00 / 0:00

Navadurga | Odissi Dance by Itishree Jena | Sri Kala Niketan | Balagandi Ganapati Sangha #nabadurga

314 просмотров · 7 дней назад
itishree jena
66 подписчиков
314 просмотров · 7 дней назад
ନବଦୁର୍ଗା — ଏକ ଅପୂର୍ବ ଓଡ଼ିଶୀ ନୃତ୍ୟ ପରିବେଷଣ। 🌺💃 ବଳଗଣ୍ଡି ଗଣପତି ସଂଘ ତରଫରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ୨୦୨୬ରେ ‘ଶ୍ରୀ କଳା ନିକେତନ’ ପକ୍ଷରୁ ଇତିଶ୍ରୀ ଜେନାଙ୍କ ଦ୍ୱାରା ‘ନବଦୁର୍ଗା’ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ନୃତ୍ୟ ମାଧ୍ୟମରେ ଭକ୍ତି, ଓଡ଼ିଆ ସଂସ୍କୃତି ଓ ଓଡ଼ିଶୀ ନୃତ୍ୟର ସୌନ୍ଦର୍ଯ୍ୟକୁ ପ୍ରକାଶ କରାଯାଇଛି। 🙏🌺 ଭିଡିଓଟି ଭଲ ଲାଗିଲେ Like 👍 | Share ↗️ | Comment 💬 | Subscribe 🔔 କରନ୍ତୁ। #odissi #basantpallavi #alarnath #odiaculture #odissidance #odissishorts #puri #odishaculture #odishadance #youtubeodisha