Перейти к содержимому

ବିନା Kick Re RX100 କୁ କେମିତି ଷ୍ଟାର୍ଟ କରୁଛୁ? 😱🏍️ 2T Oil ପଡ଼ିଲା ଆଜି | Finally RX100 ରୁ Smoke ବାହାରିଲା

Bijoy TwoStroke

0:00 / 0:00

ବିନା Kick Re RX100 କୁ କେମିତି ଷ୍ଟାର୍ଟ କରୁଛୁ? 😱🏍️ 2T Oil ପଡ଼ିଲା ଆଜି | Finally RX100 ରୁ Smoke ବାହାରିଲା

563 просмотра · 5 дней назад
Bijoy TwoStroke
336 подписчиков
563 просмотра · 5 дней назад
ଆଜି ମୋ RX100 ର Kick ଖରାପ ହୋଇଗଲା 😥 Kick ଖରାପ ଥିଲେ କେମିତି ଗାଡ଼ି ଚଲାଇଲି, 2T Oil ସରିଯାଇଥିବାରୁ ଆଜି କଣ କଲି ଏବଂ କିଏ 2T Oil ପକାଇଲା—ସବୁକିଛି ଏହି Vlog ରେ ଦେଖିପାରିବେ। ❤️🏍️ ଆଉ ଶେଷରେ RX100 ରୁ ଭଲ Smoke ବାହାରିଲା 💨🔥 Video ଟା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଆପଣଙ୍କ RX100 ରେ କେଉଁ 2T Oil ବ୍ୟବହାର କରୁଛନ୍ତି Comment କରନ୍ତୁ। 👇 Like 👍 | Comment 💬 | Share ❤️ | Subscribe 🔔 #RX100 #YamahaRX100 #RX100Vlog #RX100Problem #RX100Repair #2TOil #TwoStroke #TwoStrokeLovers #RX100Lovers #BikeVlog #OdiaVlog #OdiaYouTuber #OdiaVlogger #OdiaBikeVlog #BikeLife #Motovlog #YamahaLovers #GarageVlog #RX100Smoke #RX100India #BijoyTwoStroke