Tora Kuni Kuni Padare l Full Video l Mother's Day Special l Sradha Panigrahi | Nandu | Tarang Music
Tarang Music
0:00 / 0:00
Tora Kuni Kuni Padare l Full Video l Mother's Day Special l Sradha Panigrahi | Nandu | Tarang Music
606 725 просмотров · 4 года назад
Tarang Music
4,65 млн подписчиков
606 725 просмотров · 4 года назад
Song Credits :
Song - Tora Kuni Kuni Padare
Concept & Direction -
Santanu Kumar Sia
Starring - Sradha Panigrahi, Debanshi Jena ( Nandu )
Singer - Pragyan Hota
Lyrics - Surya Mohapatra
Music- Bibhuti Bhusan Gadanayak
Flute: Abhiram Nanda
Mix & Master -Jiten Swain
Cinematography/ Edit/ DI - Somio R
Publicity Design: Piyush
Production Head - Mantu
Streaming Partner: Tarang Plus
Produced by - Tarang Music
_
Full Lyrics :
ଚୂନ ମୁନ ଗୁନ ଗୁନ କଥା କୁହା ଆଖି ଖୁସିର ପିଟାରା
ଖେଳି ଯାଏ ମୋ ଦୁନିଆ ସାରା ହସର ଫୁଆରା
ଚିକିମିକି ତାର ଝିଲମିଲ କରି ଝରିଯାଏ ବାଟ ସାରା ତୋ କଥାରେ
ତୁ କହିଦେଲେ କଥା ଫୁଲ ଫୁଟିଯାଏ ରେ
ତୋର କୁନି କୁନି ପଦରେ ମୁଁ ଦୁନିଆ ମାପେରେ
ତୋର ଜୁଳୁ ଜୁଳୁ ଆଖିରେ ମୁଁ ନିଜକୁ ଦେଖେରେ ।।0।।
ତୁ ରୁଷିଗଲେ ତୁ ଲୁଚିଗଲେ ସବୁ ଖାଁ ଖାଁ ଖାଲି ଖାଲି
ଘର ଅଗଣା ବାଡ଼ି ବଗିଚା କବାଟ ଝରକା ସବୁ ଚାହିଁ ରହେ କେବେତୁ ହସିବୁ ବୋଲି
କ୍ଷୀର ଵାଲା କ୍ଷୀର ଦଉନି ତତେ ନ ଦେଖିଲେ
ଚଉରା ରେ ଦୀପ ଜଳୁନି ତୁ ହାତ ନ ରଖିଲେ
କଅଁଳିଆ ଖରା ତତେ ଛୁଇଁବାକୁ ଚାହିଁ ରହିଥାଏ ପରା ତୋ ବାଟରେ
ମୁଁ ଦେଖେ ପରା ତତେ ମୋ ଭିତରେ
ତୋର କୁନି କୁନି ପଦରେ ମୁଁ ଦୁନିଆ ମାପେରେ
ତୋର ଜୁଳୁ ଜୁଳୁ ଆଖିରେ ମୁଁ ନିଜକୁ ଦେଖେରେ ।।୧।।
କେବେ ହେଲେ ଦିନେ ଭାବି ନାହିଁ ମନେ ମା ନୁହେଁ ତୁ ମୋ ସାଙ୍ଗ ଟିଏ
ଛାଇ ପରିତୁ ପାଖେ ରହିଛୁ ଲାଗେ ତୁ ଆଉଁସି ଦଉଚୁଲୋ ମତେ ପବନ ଟା ଯେବେ ଛୁଏଁ
ଦିନ ମୋର ଭଲ ଯାଏନି ପାଖେ ତୁ ନ ରହିଲେ
ମନ ମୋର ଭଲ ରହେନି କିଛି ତୁ ନ କହିଲେ
ସରଗର ସୁଖ ଅଜାଡି ଦେଇଚୁ ମମତାର ସାଜି ଧରା ମୋ ହାତରେ
ଦେବୀ ଟିଏ ପରା ତୁ ମୋ ମା ରୂପରେ
ଛୋଟ ଲାଗେ ଦୁନିଆ ତୋ ପଣତ ଉହାଡେ
ଲିଭିଯାଏ କଷ୍ଟ ତୋ ଆହା ପଦ ରେ ।।୨।।
_
#ToraKuniKuniPadare #TarangMusicOriginals #mothersdayspecial #PragyanHota #SradhaPanigrahi #Nandu #SantanuKumarSia #BibhutiBhusanGadanayak #SuryaMohapatra #SomioR #TarangPlus
_
#TarangMusic is the no. 1 music channel in Odisha.
SUBSCRIBE to Tarang Music channel:
http://bit.ly/TarangMusicYouTube
Like us on Facebook
/ tarangmusic
Circle on G+
https://plus.google.com/u/6/+TarangMusic
Follow us on Twitter
/ tarangmusic
Follow us on Instagram
/ tarangmusicodisha
Visit our website for further details: https://www.tarangmusic.in