କାନ୍ଦିବାକୁ କେହି ନାହିଁ... Landslide Victim’s Pyre Burns, But His Little Goat Refuses to Leave!
OTV Digital
0:00 / 0:00
କାନ୍ଦିବାକୁ କେହି ନାହିଁ... Landslide Victim’s Pyre Burns, But His Little Goat Refuses to Leave!
13 277 просмотров · 1 дн. назад
OTV Digital
1,19 млн подписчиков
13 277 просмотров · 1 дн. назад
ଭୁସ୍ଖଳନ ନେଇଗଲା ଜୀବନ। ଆଉ ଏହି ଭୁସ୍ଖଳନର ମାଟି ତଳୁ ୨ ଦିନ ପରେ ପ୍ରଥମ ଶବ ଭାବେ ଉଦ୍ଧାର ହେଲେ ରବି ମଲିକ। ବୟସ ହେବ ୫୦ । ଘରର ଥିଲେ ସେ ମୁଖିଆ । କିନ୍ତୁ କାଳ ରାତ୍ରିରେ ଭୁସ୍ଖଳନ ସମୟରେ ଘରେ ଶୋଇଥିବା ନିଜ ପତ୍ନୀ, ଝିଅ ଓ ଦୁଇ ନାତିଙ୍କୁ ଘରୁ ବାହାର କରିବା ପରେ ସେ ଘର ଭିତରେ ଚାପି ହୋଇଯାଇଥିଲେ। ଆଉ ତା ପରେ ବହୁ କଷ୍ଟରେ ମାଟି ତାକୁ ତାଙ୍କ ଗଳିତ ଶବ ଜବତ ହୋଇଥିଲା । ଆଉ ପରିବାରଙ୍କ ସହମତିରେ ପ୍ରଶାସନ ତାଙ୍କର ଗୁହାଳ ଘର ପାଖରେ ଅନ୍ତିମ ସତ୍କାର କରା ଯାଇଥିଲା । କିନ୍ତୁ ଅତି ଦୁଃଖର ବିଷୟ ଯେ, ଯେତେବେଳେ ରବି ମଲିକଙ୍କ ଶବ ଜଳୁଥିଲା, ପାଖରେ ତାଙ୍କର କେହି ନଥିଲେ। କିନ୍ତୁ ପାଖରେ ଜଗି ରହିଥିଲା ତାଙ୍କର ଗୋଟିଏ ଛେଳି ଛୁଆ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲିଗୁଡ଼ା ର ଗିଡିପାବାଲିରେ ...
A heartbreaking scene from Gidipabali, Baliguda. Around two days after a devastating landslide, 50-year-old Ravi Malik was recovered from beneath the debris. He had managed to save his wife, daughter, and two grandchildren before being trapped inside the house. After his body was recovered, his last rites were performed near his cattle shed with the family's consent. As his funeral pyre burned, no family member was beside him—but a little goat stood nearby, silently keeping watch. A tragic moment that has left everyone emotional.
#Baliguda #Gidipabali #Landslide #RaviMalik #HeartbreakingStory #EmotionalNews #OdishaNews #TragicIncident #Humanity #DLive #otvdigital
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook:
/ otvkhabar
OTV English Facebook :
/ otvnews
Telegram @otvtelegram @otvkhabar
Twitter:
/ otvnews
Instagram:
/ otvnews
#OdishaTV #OTV