OSSSC Forest Guard Exam Fee Refund Update | 500 ଟଙ୍କା ଫେରସ୍ତ ଆସିଲା କି ନାହିଁ ଜାଣନ୍ତୁ
OdishaCareerTruth
0:00 / 0:00
OSSSC Forest Guard Exam Fee Refund Update | 500 ଟଙ୍କା ଫେରସ୍ତ ଆସିଲା କି ନାହିଁ ଜାଣନ୍ତୁ
164 просмотра · 1 месяц назад
OdishaCareerTruth
626 подписчиков
164 просмотра · 1 месяц назад
🚨 OSSSC ଫରେଷ୍ଟ ଗାର୍ଡ ପରୀକ୍ଷା ଫି 500 ଟଙ୍କା RETURN ଆସିଲା! 🚨
ବନ୍ଧୁମାନେ, OSSSC ତରଫରୁ Forest Guard ପରୀକ୍ଷା ଦେଇଥିବା ପ୍ରାର୍ଥୀ ମାନଙ୍କ ଆକାଉଣ୍ଟକୁ 500 ଟଙ୍କା ଫେରି ଆସିବା ଆରମ୍ଭ ହୋଇସାରିଛି।
ଏଇ ଭିଡିଓରେ ଆପଣ ଜାଣିପାରିବେ:
✅ କେଉଁ ମାନଙ୍କ ଆକାଉଣ୍ଟକୁ ଟଙ୍କା ଆସୁଛି ?
✅ କେବେ ପର୍ଯ୍ୟନ୍ତ ସମସ୍ତଙ୍କ ଆକାଉଣ୍ଟକୁ ଆସିଯିବ ?
✅ ଟଙ୍କା ଆସିବାକୁ କେତେ ଦିନ ସମୟ ଲାଗିବ ?
✅ SMS ନଆସିଲେ କଣ କରିବେ ?
ମୋ ଆକାଉଣ୍ଟକୁ ମଧ୍ୟ 30-07-2026 ରେ 500 ଟଙ୍କା Credit ହୋଇସାରିଛି। Screenshot ଭିଡିଓରେ ଦେଖନ୍ତୁ।
🔗 IMPORTANT LINK 🔗
1. OSSSC Official Website:
2. Forest Guard Notification PDF:
⚠️ IMPORTANT DISCLAIMER ⚠️
ଏହି ସୂଚନା OSSSC Official Website ଏବଂ ପ୍ରାର୍ଥୀ ମାନଙ୍କ ଠାରୁ ମିଳିଥିବା ତଥ୍ୟ ଉପରେ ଆଧାରିତ। ଦୟାକରି କୌଣସି ପଦକ୍ଷେପ ନେବା ପୂର୍ବରୁ Official Website ରେ ଯାଞ୍ଚ କରନ୍ତୁ। ଏହି Channel କୌଣସି ସରକାରୀ ସଂସ୍ଥା ସହିତ ଜଡିତ ନୁହେଁ।
ଭିଡିଓ ଉପକାରୀ ଲାଗିଲେ LIKE 👍, SHARE କରନ୍ତୁ ଏବଂ Channel କୁ SUBSCRIBE କରି Bell Icon 🔔 ଦବାନ୍ତୁ।
ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିଲା କି ? Comment ରେ "YES" ଲେଖନ୍ତୁ 👇
#OSSSC #ForestGuard #ExamFeeRefund #OdishaJobs #OdiaTechTruth #SarkariNaukri2026 #odisha