Odisha Floods Destroy Village: Ground Reality From Nabaratnapur | Odisha Floods | Argus News
Argus News
0:00 / 0:00
Odisha Floods Destroy Village: Ground Reality From Nabaratnapur | Odisha Floods | Argus News
2 270 просмотров · 3 дн. назад
Argus News
1,98 млн подписчиков
2 270 просмотров · 3 дн. назад
Odisha Floods Destroy Village: Ground Reality From Nabaratnapur | Odisha Floods | Argus News
ଋଷିକୁଲ୍ୟା, ଜିରାଉ ଓ ଧନୁଆ ନଦୀର ପ୍ରଳୟଙ୍କରୀ ବନ୍ୟାରେ ନବରତ୍ନପୁର ଗାଁର ହସଖୁସିର ସଂସାର ଉଜୁଡ଼ିଯାଇଥିବା ବେଳେ ଲୋକଙ୍କ ସାରା ଜୀବନର ସଞ୍ଚିତ ଧନ ମାଟିରେ ମିଶିଯାଇଛି। କାଦୁଅ ଭିତରୁ ପିଲାମାନେ ନିଜର ବହିପତ୍ର ଖୋଜୁଥିବା ବେଳେ ଫସଲ ନଷ୍ଟ ହୋଇ ସର୍ବସ୍ୱାନ୍ତ ହୋଇପଡ଼ିଥିବା ଚାଷୀ ପୁଣି ଶୂନ୍ୟରୁ ଜୀବନ ଆରମ୍ଭ କରିବାକୁ ସାହସ ଯୋଗାଡ଼ କରୁଛି। ସବୁ ହରାଇ ନିରାଶ୍ରୟ ହୋଇପଡ଼ିଥିବା ଏହି ବନ୍ୟା ବିପନ୍ନମାନେ ଏବେ ସରକାର ଓ ପ୍ରଶାସନର ସହାୟତା ହାତକୁ ଅପେକ୍ଷା କରି ରହିଛନ୍ତି।
#OdishaFloods #Nabaratnapur #RushikulyaRiver #FloodDisaster #FarmerCrisis #GroundReality #DisasterRelief #FloodVictims #HeartbreakingReality #OdishaWeather #GroundReport #OdishaNews #OdiaNews #BreakingNews #ArgusNews
-----
'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ ।
Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility.
Odisha News , Breaking News, Live news updates, Odia News Live, Live Odia News, Latest odisha news, odisha news today, odisha politics, odisha latest updates
****
Visit Our Official Website: https://www.argusnews.in/ (Odia)
Visit Our Official Website: https://argusenglish.in/ (English)
iOS App: http://bit.ly/ArgusNewsiOSApp
Android App: http://bit.ly/ArgusNewsAndroidApp
Live TV: https://argusnews.in/live-tv/
Facebook: / argusnews.in
Youtube : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900
***
#ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate