Перейти к содержимому

ରାଣୀ ପଣ୍ଡା ଭାଷା କହିଥିବ ସତ, ହେଲେ ସେ ଖରାପ୍ ନୁହେଁ! Mr Gajapati reaction on Rani panda, Puja controversy

Pratidin TV

0:00 / 0:00

ରାଣୀ ପଣ୍ଡା ଭାଷା କହିଥିବ ସତ, ହେଲେ ସେ ଖରାପ୍ ନୁହେଁ! Mr Gajapati reaction on Rani panda, Puja controversy

15 834 просмотра · 2 недели назад
Pratidin TV
1,77 млн подписчиков
15 834 просмотра · 2 недели назад
ରାଣୀ ପଣ୍ଡା ଭାଷା କହିଥିବ ସତ, ହେଲେ ସେ ଖରାପ୍ ନୁହେଁ ! ରାଣୀ ପଣ୍ଡା ଓ ଯାତ୍ରା ଜଗତ ଅଭିନେତ୍ରୀ ପୂଜା ନେଇ ବିବାଦ ଭିତରେ। ନିଜ ପ୍ରତିକ୍ରିୟା ରଖିଛନ୍ତି ୟୁଟ୍ୟୁବର ଗଜପତି । ଅଭିନେତ୍ରୀ ପୂଜା ଦାଶ ଏବଂ ରାନୀ ପଣ୍ଡାଙ୍କ ମଧ୍ୟରେ ବଢୁଛି ବିବାଦ। ପୂଜା ଦାଶ ଏବଂ ଅନ୍ୟ କଳାକାରମାନେ ରାନୀ ପଣ୍ଡାଙ୍କ ବିରୋଧରେ ଟଙ୍କା ବାକି ରଖିବା ଏବଂ ଦୁର୍ବ୍ୟବହାର କରିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଅପରପକ୍ଷରେ ରାନୀ ପଣ୍ଡା ଏହାକୁ କଳାକାରମାନଙ୍କର ପ୍ରଚାର ପାଇଁ ଏକ ଷ୍ଟଣ୍ଟ ବୋଲି କହିବା ସହ ନିଜର ପକ୍ଷ ରଖିଛନ୍ତି। ଯାତ୍ରା କଳାକାର ସଂଘ ଏବଂ ପୋଲିସ ଏହି ମାମଲାର ତଦନ୍ତ କରୁଛନ୍ତି। ଆପଣଙ୍କର ଏହା ଉପରେ ମତ କଣ? Mr Gajapati reaction on Rani panda, Puja controversy. #PujaDash #RaniPanda #mrgajapati #JatraControversy Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha