Перейти к содержимому

ମଙ୍ଗଳ ଆଳତୀ ଦର୍ଶନ (17-Oct) | Today's Live Mangala Alati - Puri Jagannath Temple | Jay Jagannath Tv

JAY JAGANNATH TV

0:00 / 0:00

ମଙ୍ଗଳ ଆଳତୀ ଦର୍ଶନ (17-Oct) | Today's Live Mangala Alati - Puri Jagannath Temple | Jay Jagannath Tv

5 206 просмотров · 10 ч назад
JAY JAGANNATH TV
787 тыс. подписчиков
5 206 просмотров · 10 ч назад
🙏 ଆଜି ମଙ୍ଗଳ ଆଳତୀ–ପୁରୀ ଶ୍ରୀମନ୍ଦିର (17-Oct) 🙏 ଶ୍ରୀମନ୍ଦିରରେ ପ୍ରାତଃ ୬ ୫୭ ରେ ମଙ୍ଗଳ ଆଳତୀ ସମ୍ପନ୍ନ ହେଲା ପ୍ରଭୁ ଜଗନ୍ନାଥଙ୍କୁ ପ୍ରଭାତରେ ଅର୍ପଣ କରାଯାଇଥିବା ଏହି ଆଳତୀ ଭକ୍ତମାନଙ୍କୁ ଦେଇଥାଏ ଶାନ୍ତି, ସକାଳର ପ୍ରେରଣା ଓ ଆଶୀର୍ବାଦ । "ମଙ୍ଗଳ ଆଳତୀର ଏହି ପବିତ୍ର ମୁହୂର୍ତ୍ତରେ ଶ୍ରୀଜଗନ୍ନାଥଙ୍କ କୃପା ଆମ ସମସ୍ତଙ୍କ ଉପରେ ବର୍ଷିତ ହେଉ" 🙏 ଜୟ ଜଗନ୍ନାଥ | ଜୟ ଶ୍ରୀପତିତପାବନ 🙏 📺 ଦେଖନ୍ତୁ Jay Jagannath TV – ଆଧ୍ୟାତ୍ମିକ ଯାତ୍ରାର ସାଥୀ Watch "Jay Jagannath Tv" on DTH: TATAPLAY-1799 Dish TV -1397,Airtel -615, Sun Direct-490. Also available on all cable networks For More Info please contact - 6372804618 #mangalaalati #JayJagannathTV #NamitaAgrawal #SitaramAgrawal #SidharthTV "ଜୟ ଜଗନ୍ନାଥ ଟିଭି" ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ଓଡ଼ିଶାର ଏକମାତ୍ର ଶୁଦ୍ଧ ଆଧ୍ୟାତ୍ମିକ ୨୪ ଘଣ୍ଟିଆ ସାଟେଲାଇଟ୍ ଚାନେଲ୍, ଯେଉଁଠାରେ ଘରେ ବସି ପ୍ରତିଦିନ ସିଧା ପ୍ରସାରଣରେ ଦେଖିପାରିବେ ପୁରୀ ଶ୍ରୀମନ୍ଦିରର ସମସ୍ତ ବାହାର ଲୀଳା ଓ ଦିବ୍ୟ ନୀତିମାନ : 🔹 ଦ୍ୱାରଫିଟା ନୀତି 🔹 ପତିତପାବନ ମଙ୍ଗଳ ଆଳତୀ 🔹 ପତାକା ଲାଗି ଦର୍ଶନ 🔹 ସନ୍ଧ୍ୟା ଆଳତୀ 🔹 ଶ୍ରୀମନ୍ଦିର ପହୁଡ଼ ନୀତି 🔹 ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବ I ଏହି ଚ୍ୟାନେଲରେ କୌଣସି ବିଜ୍ଞାପନ ନାହିଁ, ତେଣୁ ଶୁଦ୍ଧ ଆଧ୍ୟାତ୍ମିକତାର ସହିତ ଦର୍ଶନ କରନ୍ତୁ ଓ ଶ୍ରୀଜୀଉଙ୍କ ଦିବ୍ୟତାକୁ ଅନୁଭବ କରନ୍ତୁ🙏 📺 "ଜୟ ଜଗନ୍ନାଥ ଟିଭି" ସିଦ୍ଧାର୍ଥ ଟେଲିଭିଜନ୍ ନେଟୱର୍କର ଚତୁର୍ଥ ଚାନେଲ | ଓଡ଼ିଆ ଲୋକଙ୍କ ପାଇଁ ଗର୍ବର ବିଷୟ! #jayjagannathtv #jayjagannathpuri ##jayjagannathtvlive #jagannathtemple #jagannathdarshan 📡 Watch “JAY JAGANNATH TV” on DTH: ========================================= Tata Play - 1799 Dish TV – Channel 1397 Airtel Digital – Channel 615 Videocon D2H – Channel 1397 Sun Direct – Channel 490 ========================================= Also available on all cable networks across Odisha. 📞 Contact : 6372804618 if could not watch our channel 🌐 Follow us on social media for daily LIVE updates : ========================================= Facebook:   / jayjagannathtv   Instagram:   / jayjagannathtv   YouTube:    / @jayjagannathtvofficial   Twitter: https://x.com/JayJagannathTV ========================================= #JayJagannathTV #NamitaAgrawal #SidharthTV #SitaramAgrawal #JagannathLive #LiveFromPuri #shreemandir #srimandir #shreemandira #JagannathRathJatra #JagannathRathYatra #PuriRathYatra #jayjagannathswami #dwarafitaniti #mangalaalati #dhupaalati #patakalagidarshan #sandhyaalati #bhaktankaanubhuti #jagannathlivedarshan #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम