କାହା ସୁରରେ ମନ୍ତ୍ରମୁଗ୍ଧ ହେଲେ ବିଚାରକ ? | Mu Bi Namita Agrawal Hebi Ep 35 | Sidharth Utsav
Sidharth Utsav
0:00 / 0:00
କାହା ସୁରରେ ମନ୍ତ୍ରମୁଗ୍ଧ ହେଲେ ବିଚାରକ ? | Mu Bi Namita Agrawal Hebi Ep 35 | Sidharth Utsav
9 380 просмотров · 21 ч назад
Sidharth Utsav
1,14 млн подписчиков
9 380 просмотров · 21 ч назад
ଦେଖନ୍ତୁ 'ମୁଁ ବି ନମିତା ଅଗ୍ରୱାଲ ହେବି - ସୁରର ସଂଗ୍ରାମ' ଷ୍ଟୁଡିଓ ରାଉଣ୍ଡର ଅଧ୍ୟାୟ ୩୫! ଏହି ଅଧ୍ୟାୟରେ ପ୍ରତିଯୋଗୀମାନଙ୍କ ମଧ୍ୟରେ କଡ଼ା ଟକ୍କର, ମନଛୁଆଁ ଗୀତ ପରିବେଷଣ ଏବଂ ବିଚାରକମାନଙ୍କ ମୂଲ୍ୟବାନ ମତାମତ ସହିତ ଦେଖନ୍ତୁ କିଏ ହେଉଛନ୍ତି ପରବର୍ତ୍ତୀ ରାଉଣ୍ଡକୁ ଉତ୍ତୀର୍ଣ୍ଣ। ସମ୍ପୂର୍ଣ୍ଣ ଏପିସୋଡ୍ ଉପଭୋଗ କରନ୍ତୁ କେବଳ Sidharth Utsav ରେ।
00:00 - ଆରମ୍ଭ ଓ କାର୍ଯ୍ୟକ୍ରମ ପରିଚୟ
00:10 - ତନୁଜା ପ୍ରିୟଦର୍ଶିନୀଙ୍କ ପରିଚୟ
01:00 - ତନୁଜା ପ୍ରିୟଦର୍ଶିନୀଙ୍କ ଗୀତ ପରିବେଷଣ
03:40 - ତନୁଜାଙ୍କ ପାଇଁ ବିଚାରକମାନଙ୍କ ମତାମତ ଓ ମାର୍କସ୍
08:20 - ଶ୍ରେୟାଶ୍ରୀ ପଣ୍ଡାଙ୍କ ପରିଚୟ
09:00 - ଶ୍ରେୟାଶ୍ରୀ ପଣ୍ଡାଙ୍କ ଗୀତ ପରିବେଷଣ
11:50 - ଶ୍ରେୟାଶ୍ରୀଙ୍କ ପାଇଁ ବିଚାରକମାନଙ୍କ ମତାମତ ଓ ମାର୍କସ୍
16:25 - ସାଇଶ୍ରୀ ପ୍ରିୟଦର୍ଶିନୀଙ୍କ ପରିଚୟ
17:05 - ସାଇଶ୍ରୀ ପ୍ରିୟଦର୍ଶିନୀଙ୍କ ଗୀତ ପରିବେଷଣ
19:50 - ସାଇଶ୍ରୀଙ୍କ ପାଇଁ ବିଚାରକମାନଙ୍କ ମତାମତ ଓ ମାର୍କସ୍
24:40 - ସିଦ୍ଧି ଗାୟତ୍ରୀ ଦାସଙ୍କ ପରିଚୟ
25:15 - ସିଦ୍ଧି ଗାୟତ୍ରୀ ଦାସଙ୍କ ଗୀତ ପରିବେଷଣ
27:55 - ସିଦ୍ଧି ଗାୟତ୍ରୀଙ୍କ ପାଇଁ ବିଚାରକମାନଙ୍କ ମତାମତ ଓ ମାର୍କସ୍
32:00 - ପ୍ରତୀକ୍ଷା ଦାସଙ୍କ ପରିଚୟ
32:34 - ପ୍ରତୀକ୍ଷା ଦାସଙ୍କ ଗୀତ ପରିବେଷଣ
34:58 - ପ୍ରତୀକ୍ଷାଙ୍କ ପାଇଁ ବିଚାରକମାନଙ୍କ ମତାମତ ଓ ମାର୍କସ୍
40:22 - ଷ୍ଟୁଡିଓ ରାଉଣ୍ଡ-୨ ଉପରେ ବିଚାରକମାନଙ୍କ ମତାମତ
43:48 - ବଟମ୍-୬ ପ୍ରତିଯୋଗୀ ଓ ଏଲିମିନେସନ୍ ଘୋଷଣା
46:50 - ପରବର୍ତ୍ତୀ ରାଉଣ୍ଡ ସୂଚନା ଓ ସମାପନ
==========================
To subscribe Sidharth Utsav's channel, click here 👇 / @sidharthutsavofficial
==========================
🌐 Follow Us on Social Media:
📘 Facebook: / sidharthutsavofficial
📸 Instagram: / sidharthutsav
🐦 Twitter (X): https://x.com/sidharthutsav
==========================
📡 "Sidharth Utsav" DTH Details :
Dish TV - 1395 | Airtel - 616 | Sun - 491 | D2H - 1395 | Tata Play -1796
===========================
Subscribe our other Television Channels :
Sidharth TV : / sidharthtv
Sidharth Gold : / @sidharthgold
Jay Jagannath TV : / @jayjagannathtvofficial
#MuBiNamitaAgrawalHebi #SuraraSangrama #SidharthUtsav #OdiaSingingRealityShow #OdiaMusic #OdiaSongs