Перейти к содержимому

ସିଓପିଡି - କାରଣ, ଲକ୍ଷଣ ଓ ଚିକିତ୍ସା | Dr Debasis Behera on COPD in Odia | Causes & Treatment

Swasthya Plus Odia

0:00 / 0:00

ସିଓପିଡି - କାରଣ, ଲକ୍ଷଣ ଓ ଚିକିତ୍ସା | Dr Debasis Behera on COPD in Odia | Causes & Treatment

173 797 просмотров · 4 года назад
Swasthya Plus Odia
804 тыс. подписчиков
173 797 просмотров · 4 года назад
#COPD #OdiaHealthTips #DoctorAdvice ସିଓପିଡି ବା ଶ୍ୱାସ ରୋଗ ଏକ ଫୁସ୍‌ଫୁସ୍‌ ଜନିତ ସମସ୍ୟା। ଏହା ହେଲେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୁଏ, ନିଶ୍ୱାସ ନେବାରେ କଷ୍ଟ ଅନୁଭୂତ ହୁଏ ଓ ଶରୀରକୁ ସଠିକ ପରିମାଣରେ ଅକ୍ସିଜେନ୍‌ ମିଳିପାରେ ନାହିଁ ଏବଂ କାର୍ବନଡାଇଅକ୍ସାଇଡ୍‌ ବାହାରିପାରେ ନାହିଁ। ତେବେ ସିଓପିଡିର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ଶ୍ୱାସ ରୋଗ ବିଶେଷଜ୍ଞ ଡାକ୍ତର ଦେବାଶିଷ ବେହେରା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ସିଓପିଡି କ’ଣ? (0:00) ସିଓପିଡି ରୋଗର କାରଣ (1:07) ସିଓପିଡି ଓ ଆଜ୍‌ମାକୁ ଚିହ୍ନିବେ କିପରି? (3:10) ସିଓପିଡିକୁ ଜାଣିବା ପାଇଁ ପରୀକ୍ଷା (4:47) ସିଓପିଡିର ଚିକିତ୍ସା (7:19) ଡାକ୍ତରଙ୍କ ପରାମର୍ଶ (9:51) COPD i.e Chronic Obstructive Pulmonary Disease is a disease related to the lungs in which patients complain of breathlessness. This is a progressive disease that means that it keeps on increasing if not treated on time. Let's find out what Pulmonologist Dr Debasis Behera, has to say about its symptoms and prevention. In this Video, What is COPD? (0:00) Causes of COPD (1:07) How to identify COPD & Asthma? (3:10) Test to identify COPD (4:47) Treatment of COPD (7:19) Doctor's Advice (9:51) ଏହି ଭିଡିଓରେ ଦେଖନ୍ତୁ, COPD kana COPD ra fullform COPD kahaku huye kahinki huye copd copd ra karana copd ra chikista daktaranka paramarsa Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at hello@odicast.com Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!