Sundri Hasina ll Antara chakraborty ll S.Surya ll Suresh ll Sarat llnew Sambalpuri song
Sambalpuria Surya
0:00 / 0:00
Sundri Hasina ll Antara chakraborty ll S.Surya ll Suresh ll Sarat llnew Sambalpuri song
3 224 просмотра · 9 месяцев назад
Sambalpuria Surya
3,07 тыс. подписчиков
3 224 просмотра · 9 месяцев назад
Singer - Sambalpuria Surya & Antara chakraborty
composed by S.Surya
Music - Suresh Bag
Lyrics - Sarat budek
Mpc - babu daa
Vst - Litu bhai
track - RR studio
VOICE DUB - Soumya at pratibha studio
Mix & master -Sundarram Jgadala sir at pratibha studio Cuttack
this song has been made bySanjupriya production
ହାଏ ତୋର ଲୁସ୍କୁଲୁସା କଅଁଲି ଗାଲେ
ରସିଆ ମନ୍ କେ ଗେଲେ ଗେଲେ
ଚହରା ଦେଇ ଫସେଇ ଦେସୁ ଗଲାନ ଜନା
ହାଏ ମୋର sangarjuli ମନର ମଳି ସୁନ୍ଦରୀ ହସିନା
ଏ ପିଲା ନାଇଁ ଭୁଲା କରି କଥା ର୍ ବାହାନା
ମୁଇଁ ତୋର ସୁନା ତୁଇଁ ଧନ ମୋର୍ କ୍ୟୁଟ ଦିୱାନା
ନେଇଯା dulhan କରି ମତେ ବାବୁ ତୋର ଅଙ୍ଗନା....(୨)
ANTARA-1
M-,ଦିଲ୍ ମୁଇ ଦେଇଛେରେ ମନ୍ ମୁଇଁ ଦେଇଛେ ରେ
ହଁସି ହଁସି ଦିନ୍ ବିତେଇ ଦେମା,
f- ଜୀବନର୍ ଚଲାବାଟେ ଦୁହି ମନ୍ ହେବା ଗୁଟେ
ପିରତୀର୍ ଡଙ୍ଗା ସତେ ବାହିତ ନେମା
music
m-ସପନର୍ ସବାରୀ ଥି,ସଜାମି ତତେ ସାଥୀ
ତୁଇମୋର୍ ଆଖିର୍ ତରା ପ୍ରେମ୍ ଖଜାନା,
f- ଅବୁଝା ପବନ୍ ହେଇ,ଦେଲୁରେ ମତେ ଛିଇ
ଭାବୁଛେଁ ତତେ ଖାଲି ଦେଖି ଆଇନା,
mx- ମୋର୍ ସାଙ୍ଗେ ତୁଇ ଥିଲେ ମୋର୍ କାଏଁଟା ଉନା
fx- ଭଲ୍ ଭାବେ ଯାନିଛେରେ ମୋର୍ ପାଗଲା ସିଆନା
ହେଲିନ ଦୀବାନୀ.........melody
ANTARA-2
F- ମନ୍ ତ ମିସିଛେରେ,ଜନ୍ ବି ହଁସୁ ଛେରେ
ବାଦଲର୍ ତଲେ ଥାଇ ଦେଖୁଛେ ସୁନା,
M ସମିଆର୍ ତାଲେ ତାଲେ ଥିମାରେ ଲାଡେ ଗେଲେ
ବୟସର୍ ବନାଲହ କରିଛେ ବନା,
f- ସିଖେଇ ପ୍ରେମ୍ ଲିଲା, ବନାଲୁ ତୋର୍ ଲୈଲା
ହଯେଇ ଦେଲୁ ମୋର୍ ସବୁ ବାହାନା,
M ଅଧୁରା ଅଧା ମୁଇ,ଯାନିଛୁ କି ଲୋ ନାଇ
ଦୁନିଆର୍ ଯେତେ ଖୁସି ଫିକା ତୋର୍ ବିନା,
mx- ତୋର୍ ହଁସି ତୋର୍ ଖୁସି ମୋର୍ ପତା ଠିକାନା
fx- ନାଇ କହ ମୋର୍ ରାଜା ମୁଇ ନୁହେଁ ଅଜନା....
melody
Jai maa samalei 🙏🙏
#sundrihasina
#sundrihasinasong
#sundrihasinasambalpurisong
#sambalpuriasurya
#newsambalpurisong #newsambalpuri #newsambalpurimusicvideo #newsambalpurivideo #sambalpurisong #sambalpuri #sambalpurivideo #sambalpurisongstudio
#studio #studioversion #sambalpuriasurya #sambalpuriasuryasong#sambalpuriasuryastudioversion#aruptandisambalpuriasurya newsong#sambalpuriasuryasambalpurison
#antarachakraborty
#antara
#antarachakrabarty #antaranewsong #aruptandi #sanjupriya#sambalpurisongarchana
#sambalpurisongsurya
sambalpurisongsambalpuriasurya#aparinewsambalpurisong#apri#aparinewsong#a pari#a pari Sambalpuri song#a pari newsong
This content is copyright to "Sambalpuria Surya" YouTube Channel. Any Unauthorized Reproduction, Redistribution, Ree-upload video or audio is strictly prohibited. Legal action will be taken against those who violate the content of the following material presented