Перейти к содержимому

Nua-O Kalahandi: ଛୁଆଙ୍କୁ ଛ ଟା ପ୍ରଶ୍ନ ପଚରାଲେ କାର୍ତ୍ତିକ... କହେଲେ Very Good ‘କଳାହାଣ୍ଡି’ Fit ‘କଳାହାଣ୍ଡି’

Paharaa

0:00 / 0:00

Nua-O Kalahandi: ଛୁଆଙ୍କୁ ଛ ଟା ପ୍ରଶ୍ନ ପଚରାଲେ କାର୍ତ୍ତିକ... କହେଲେ Very Good ‘କଳାହାଣ୍ଡି’ Fit ‘କଳାହାଣ୍ଡି’

2 968 просмотров · 2 года назад
Paharaa
293 тыс. подписчиков
2 968 просмотров · 2 года назад
ପିଲାକଁର ଭିତରେ ଥିଲା ବନେ ତହଁକ୍ । ହାତ ମିଲଉଥିଲେ, ଫଟୋ ଉଠଉଥିଲେ, ଅଟୋଗ୍ରାଫ ନେଉଥିଲେ । ଆର ଗୁଟେ ଆଡେ ମଚାନନେ ୬ ଟା ପ୍ରଶ୍ନ ପଚରେଇଥିଲେ ଆର ଯେନ ଉତ୍ତର ପାଇଥିଲେ ସେଟା ଶୁନିକିନା କହିଥିଲେ ଭେରି ଗୁଡ କଲାହାଣ୍ଡି, ଫିଟ କଲାହାଣ୍ଡି । ଗୁଟେ ପାଠ ପଢୁଥିବାର ପିଲା ପାଠ ପଢବାର ସାଙ୍ଗେ ଆତ୍ମନିର୍ଭର ହେବା ଜରୁରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିନ୍ତାଧାରା ଟିକେ ଅଲଗା । ପାଠ ପଢବାର ସାଙ୍ଗେ ନିଜର ଭିତରରେ ଲୁକି ରହିଥିବା ପ୍ରତିଭାର ଯେନ୍ତା ବିକାଶ ହେବା ସେଥିର ଲାଗି ଛାତ୍ର ସମାଜ ଯତ୍ନବାନ ହେବା କଥା । ମୁଖ୍ୟମନ୍ତ୍ରୀ ‘ନୂଆ ଓ’ କାର୍ଯ୍ୟକ୍ରମ ମାଧ୍ୟମନେ ପ୍ରତିଭାର ବିକାଶକେ ଗୁରୁତ୍ତ୍ୱ ଦେଇଛନ ବୋଲି ୫ଟି ଆର ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଥିଲେ । ଭବାନୀପାଟନା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଲୟ ପଡ଼ିଆରେ ୧୨ ହଜାର ଛାତ୍ରଛାତ୍ରୀଙ୍କୁ ହତଁକ ଭରିଥିଲେ ଶ୍ରୀ ପାଣ୍ଡିଆନ । ପୁଲିସ ରିଜର୍ଭ ପଡ଼ିଆରେ ହେଲିକପ୍ଟରରୁ ଉତରିକିନା ସିଧା ବିଶ୍ୱବିଦ୍ୟାଲୟ ପଡ଼ିଆରେ ପହଞ୍ଚିଥିଲେ । For more such updates, please Like, Comment, and Share our videos and Subscribe to our YouTube channel. Contacts:- Mail- pahara24x7@gmail.com Facebook-   / paharaa24x7   YouTube-    / paharaa24x7   Instagram-   / paharaa24x7   Twitter-   / paharaa24x7   WhatsApp- 7205661076 Website- https://www.paharaa.com/ Thanks & Regards www.Paharaa.com #Kalahandi #Odisha #KalahandiNews #OdishaNews #SambalpuriNews #NuaO #5T #VKPandian #Odisha #Paharaa