Перейти к содержимому

ଓଡ଼ିଆ ଅସ୍ମିତା ନାଁରେ ଲୋକଙ୍କୁ ଭକୁଆ ବନାଉଛନ୍ତି ନେତା!| Suresh Kumar Pandaଙ୍କ ବିବାଦୀୟ ବୟାନ ‎⁨@OdiaKhabar2

Odia Khabar

0:00 / 0:00

ଓଡ଼ିଆ ଅସ୍ମିତା ନାଁରେ ଲୋକଙ୍କୁ ଭକୁଆ ବନାଉଛନ୍ତି ନେତା!| Suresh Kumar Pandaଙ୍କ ବିବାଦୀୟ ବୟାନ ‎⁨@OdiaKhabar2

24 просмотра · 11 дней назад
Odia Khabar
12 подписчиков
24 просмотра · 11 дней назад
ଓଡ଼ିଆ ଅସ୍ମିତା ନାଁରେ ଲୋକଙ୍କୁ ଭକୁଆ ବନାଉଛନ୍ତି ନେତା!| Suresh Kumar Pandaଙ୍କ ବିବାଦୀୟ ବୟାନ ‎⁨@OdiaKhabar2⁩ #ViralVideo #OdiaKhabar2 #OdishaNeta ଓଡ଼ିଆ ଅସ୍ମିତାକୁ ନେଇ ପୁଣି ତେଜିଲା ରାଜନୈତିକ ବିବାଦ। ଓଡ଼ିଆ ଅସ୍ମିତା କେବଳ ନାରାରେ ସୀମିତ ରହିଛି କି? ଏହାକୁ ନେଇ ତୀବ୍ର ଟିପ୍ପଣୀ କରିଛନ୍ତି ଓଡ଼ିଶା ହାଇକୋର୍ଟର ଆଇନଜୀବୀ ସୁରେଶ କୁମାର ପଣ୍ଡା। ଓଡ଼ିଶାର ଅନେକ ନେତାଙ୍କୁ ‘ଲୋକାଲ ପ୍ରଡକ୍ଟ’ କହିବା ସହ ଓଡ଼ିଆ ଅସ୍ମିତାର ନାରା ଦେଇ ଲୋକଙ୍କୁ ‘ଭକୁଆ’ ବନାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ନେତାମାନଙ୍କ ଭାଷା ବ୍ୟବହାର ଏବଂ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାର ବ୍ୟବହାରକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ତେବେ ଓଡ଼ିଆ ଅସ୍ମିତା କେବଳ ରାଜନୈତିକ ନାରା, ନା ସତରେ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ହେଉଛି ପ୍ରୟାସ? ଏହି ବୟାନକୁ ନେଇ ରାଜନୈତିକ ମହଲରେ କି ପ୍ରତିକ୍ରିୟା ଆସୁଛି, ଜାଣନ୍ତୁ ଏହି ରିପୋର୍ଟରେ। ବ୍ୟୁରୋ ରିପୋର୍ଟ | Odia Khabar 2 #OdiaAsmita #OdishaNews #OdiaNews #OdishaPolitics #OdiaKhabar #OdishaBreakingNews #OdiaAsmita #OdishaNews #OdiaNews #OdishaPolitics #OdiaKhabar #OdishaBreakingNews #OdiaLanguage #OdishaPoliticalNews Odia Asmita ଓଡ଼ିଆ ଅସ୍ମିତା Odia Asmita controversy ଓଡ଼ିଆ ଅସ୍ମିତା ବିବାଦ Odisha political news Odisha politics Odisha latest news Odisha breaking news Odia news Odia latest news Odisha news today Political controversy Odisha Suresh Kumar Panda ସୁରେଶ କୁମାର ପଣ୍ଡା Odia language ଓଡ଼ିଆ ଭାଷା Odisha politics latest Odisha political controversy Odisha leaders ଓଡ଼ିଶା ରାଜନୀତି ଓଡ଼ିଆ ଅସ୍ମିତା ରାଜନୀତି