ରୂପକାର ସେବକଙ୍କ ସହ ,ଭାତ ଖାଇଲେ IG-SP! | Odisha Reporter
Odisha Reporter
0:00 / 0:00
ରୂପକାର ସେବକଙ୍କ ସହ ,ଭାତ ଖାଇଲେ IG-SP! | Odisha Reporter
95 099 просмотров · 2 месяца назад
Odisha Reporter
2,98 млн подписчиков
95 099 просмотров · 2 месяца назад
ରଥ ନିର୍ମାଣରେ ନିୟୋଜିତ ବିଶ୍ୱକର୍ମା ମହାରଣା, ଭୋଇ ଓ ରୂପକାର ସେବକମାନଙ୍କ ସହ ବସି ଭୋଜନ କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ ଓ ପୁରୀ ଏସ୍ପି ପ୍ରତୀକ ସିଂ। ନୀଳାଦ୍ରି ଉପବନରେ ଆୟୋଜିତ ଏହି ଭୋଜନ ସମୟରେ ସେବକମାନଙ୍କ ସହ ରଥ ନିର୍ମାଣର ଅନୁଭୂତି ଓ ପରମ୍ପରାକୁ ନେଇ ଆଲୋଚନା ହୋଇଥିଲା। କରୋନା ସମୟରୁ ଆରମ୍ଭ ହୋଇଥିବା ଏହି ପରମ୍ପରା ଆଜି ମଧ୍ୟ ଅବ୍ୟାହତ ରହିଥିବା ବେଳେ ଏହା ସେବକ ଓ ପ୍ରଶାସନ ମଧ୍ୟରେ ଆତ୍ମୀୟତାର ଏକ ସୁନ୍ଦର ବାର୍ତ୍ତା ଦେଇଛି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #JagannathRathYatra #RathYatra2026 #Puri #JagannathTemple #RathConstruction #LordJagannath #PuriPolice #Sevayat #Vishwakarma #TraditionalCraft #Odisha #OdishaNews #IndianCulture #Heritage #FestivalPreparation #Unity #CommunityBonding #SpiritualIndia #JagannathCulture