ମର୍ଡର ମିଷ୍ଟ୍ରିର ଚକ୍ରବ୍ୟୁହରେ ଏନ୍ ଭାଷ୍କର ରାଓ | Odisha Reporter
Odisha Reporter
0:00 / 0:00
ମର୍ଡର ମିଷ୍ଟ୍ରିର ଚକ୍ରବ୍ୟୁହରେ ଏନ୍ ଭାଷ୍କର ରାଓ | Odisha Reporter
5 218 просмотров · 11 ч назад
Odisha Reporter
2,99 млн подписчиков
5 218 просмотров · 11 ч назад
ମର୍ଡର ମିଷ୍ଟ୍ରିର ଚକ୍ରବ୍ୟୁହରେ ଏନ୍ ଭାଷ୍କର ରାଓ
୧୫ ବର୍ଷର ପୁରୁଣା ଘଟଣା … ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ପୁରୁଣା ମାମଲାରେ ନୂଆ ମୋଡ଼। ରାୟଗଡ଼ାର ବହୁଚର୍ଚ୍ଚିତ ହତ୍ୟା ଓ ଅପହରଣ ମାମଲାରେ ଜାମିନକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ। ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ସମେତ ପାଞ୍ଚ ଅଭିଯୁକ୍ତଙ୍କୁ ଦୁଇ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ମିଳିଛି।
#odishareporter #crime #police
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter