Перейти к содержимому

Kartika Mahatmya - ୧୧ଅଧ୍ୟାୟ- ପାଠ ଓ ବ୍ୟାଖ୍ୟା | Pandit Bhajaram,Sebayata Managobinda | Sidharth Bhakti

World Music Odia

0:00 / 0:00

Kartika Mahatmya - ୧୧ଅଧ୍ୟାୟ- ପାଠ ଓ ବ୍ୟାଖ୍ୟା | Pandit Bhajaram,Sebayata Managobinda | Sidharth Bhakti

6 322 просмотра · 2 г. назад
World Music Odia
1,46 млн подписчиков
6 322 просмотра · 2 г. назад
ବରଷକ ବାର ମାସ ମଧ୍ୟରେ କାର୍ତ୍ତିକ ମାସ ସବୁଠୁ ପବିତ୍ର ମାସ l ଏହି ମାସର ମାହାତ୍ମ୍ୟ ମହାନ l ଏହି ମାସର ପ୍ରତ୍ୟେକ ଦିନ ସନ୍ଧ୍ୟା ବେଳେ ତୁଳସୀ ଚଉରା ମୂଳେ ଆକାଶ ଦୀପ ଜାଳି ପିତୃ ପୁରୁଷଙ୍କୁ ସ୍ମରଣ କରାଯାଏ l ସେମାନଙ୍କ ପଥକୁ ଆଲୋକିତ କରାଯାଏ l କାର୍ତ୍ତିକ, ଧର୍ମ ଅର୍ଜନ କରିବାର ମାସ l କାର୍ତ୍ତିକ, ପୁଣ୍ୟ ଅର୍ଜନ କରିବାର ମାସ l କାର୍ତ୍ତିକ ମାସରେ ପ୍ରତ୍ୟେକ ଦିନ କାର୍ତ୍ତିକ ମାହାତ୍ମ୍ୟ ପଢିଲେ ଓ ଶୁଣିଲେ ସବୁ ପାପ କ୍ଷୟ ହୋଇଥାଏ l ମାସସାରା ହବିଷ୍ୟାଳି ମାନେ ସନ୍ଧ୍ୟାରେ ଏକତ୍ରିତ ହୋଇ କାର୍ତ୍ତିକ ମାହାମ୍ନ୍ୟର ଗୋଟିଏ ଗୋଟିଏ ଅଧ୍ୟାୟ ଶ୍ରବଣ କରି ନିଜକୁ ପ୍ରଭୁଙ୍କ ନିକଟରେ ସମର୍ପଣ କରିଥାନ୍ତି l ଏହି ପୁଣ୍ୟ କାର୍ତ୍ତିକର ମହାନ ମାହାମ୍ନ୍ୟକୁ ନେଇ ଆମର ଏଇ ନିଆରା ଭେଟି କାର୍ତ୍ତିକ ମାହାମ୍ନ୍ୟ, ଯାହାକୁ ପାଠ କରୁଛନ୍ତି ଶ୍ରୀମନ୍ଦିରର ସେବକ ମାନଗୋବିନ୍ଦ ଆପଟ ଓ ତାହାର ତତ୍ତ୍ୱ,ଅର୍ଥ ଏବଂ ମାହାତ୍ମ୍ୟକୁ ସରଳ ଓ ସୁନ୍ଦର ଭାବରେ ଵୁଝାଇ କହୁଛନ୍ତି ପଣ୍ଡିତ ଭଜରାମ ଶତପଥି l -------------------------------------------- ♪ Full Song Available on ♪ JioSaavn : Wynk : Gaana : Apple Music : Amazon Music : Spotify : Resso : Also available on ITunes -------------------------------------------------- Set Caller Tune ; Operator Codes: Airtel Users Dial Airtel Users also get it free from Wynk App Vodafone Users Dial BSNL (East/ South) Users sms BT To 56700 Idea Users Dial Jio Users get it free from JioSaavn App ---------------------------------------------------------- Watch & Subscribe to our other YouTube Channels: 👉 Sidharth TV:    / sidharthtv   👉 Sidharth Music:    / sidharthmusic   👉 Sidharth Bhakti:    / sidharthbhakti   👉 Namita Agrawal :    / namitaagrawal   --------------------------------------------------------------------------------------- Enjoy & stay connected with us! 👉 Like us on Facebook :   / sidharthmusicodia   👉 Follow us on Twitter :   / sidharth_tv   👉 Follow us on Instagram :   / sidharthtvofficial   ---------------------------------------------------------------------------------------------- #WorldMusicOdia #SidharthTV #SidharthMusic