କୁକୁଡ଼ା ପାଳନରୁ ଲକ୍ଷପତି! | High Flyer & Parrot Beak Farming 🔥 ତାମିଲ ଓ ଆନ୍ଧ୍ରର ଦାମୀ କୁକୁଡ଼ା ପାଳନ
Krushi Dunia 2.0
0:00 / 0:00
କୁକୁଡ଼ା ପାଳନରୁ ଲକ୍ଷପତି! | High Flyer & Parrot Beak Farming 🔥 ତାମିଲ ଓ ଆନ୍ଧ୍ରର ଦାମୀ କୁକୁଡ଼ା ପାଳନ
16 548 просмотров · 3 месяца назад
Krushi Dunia 2.0
1,35 тыс. подписчиков
16 548 просмотров · 3 месяца назад
କେନ୍ଦୁଝରରେ ଦାମୀ ଆନ୍ଧ୍ର-ତାମିଲ କୁକୁଡ଼ା ପାଳନ | High Flyer | Parrot Beak | Black Skin | Bhima Chicken Farming
କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ବ୍ଲକର ସଫଳ କୁକୁଡ଼ା ଚାଷୀ ସାମନାଥ ମହାନ୍ତ ଗତ ୬ ବର୍ଷ ଧରି ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁର ଦାମୀ ବ୍ରିଡ୍ କୁକୁଡ଼ା ଯଥା High Flyer, Parrot Beak, Black Skin, BhimaOram Breed ପାଳନ କରି ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି।
ଏହି ଭିଡିଓରେ ଆପଣ ଜାଣିପାରିବେ: ✅ High Flyer, Parrot Beak, Black Skin କୁକୁଡ଼ାର ବିଶେଷତା
✅ Feed Management ଓ ଖାଦ୍ୟ ପରିଚାଳନା
✅ ରୋଗ ଚିହ୍ନଟ ଓ ପ୍ରତିରୋଧ ଉପାୟ
✅ Vaccination Schedule
✅ କୁକୁଡ଼ା ପାଳନରୁ ଲାଭ ଓ ରୋଜଗାର
✅ ସଫଳ ଚାଷୀ ସାମନାଥ ମହାନ୍ତଙ୍କ ଅଭିଜ୍ଞତା
ଯଦି ଆପଣ କୁକୁଡ଼ା ପାଳନ ଆରମ୍ଭ କରିବାକୁ ଚାହୁଁଛନ୍ତି କିମ୍ବା ନିଜ ଫାର୍ମକୁ ଆହୁରି ଲାଭଦାୟକ କରିବାକୁ ଚାହୁଁଛନ୍ତି, ତେବେ ଏହି ଭିଡିଓଟି ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଦେଖନ୍ତୁ।
👍 ଭିଡିଓ ଭଲ ଲାଗିଲେ Like, Share ଓ Subscribe କରନ୍ତୁ।