Перейти к содержимому

Name writing in Odia || The 20% of English || #SpokenEnglishinOdia || #Alieods || Learn with Alieods

Alieods

0:00 / 0:00

Name writing in Odia || The 20% of English || #SpokenEnglishinOdia || #Alieods || Learn with Alieods

47 448 просмотров · 5 лет назад
Alieods
4,09 тыс. подписчиков
47 448 просмотров · 5 лет назад
20% of English ର ଏ part 3 ଅଟେ | ଏଥିରେ ଓଡିଆ ରୁ ଇଂଗ୍ଲିଶ ରେ ନାମ ଗୁଡିକୁ କିପରି ସହଜ ରେ ଲେଖିହେବ ତାହା ଶିଖା ଯାଇଛି | ଏତେ ସହଜ ରେ ଶିଖା ଯାଇଛି କି ଜଣେ ଛୋଟ ପିଲା ମଧ୍ୟ ସହଜରେ ଶିଖିପାରିବ | ଓଡିଆ ମିଡିୟମ ର ପିଲାମାନଙ୍କ ପାଇଁ ଇଂଗ୍ଲିଶ ଏକ ବଡ ଅସୁବିଧା ସାଜିଥାଏ|ଇଂଗ୍ଲିଶ ନାମ ଶୁଣିଲେ ସମସ୍ତେ ଭୟକରିବାକୁ ଲାଗନ୍ତି |ଏହି ଅସୁବିଧା କୁ ଦୂର କରିବା ପାଇଁ ALIEODS Platform ତରଫରୁ 20% OF ENGLISH course କୁ lunch କରାଯାଇଛି | ଯେଉଁ ଥିରେ ଜଣେ ପିଲା ପ୍ରଥମ ରୁ ଆରମ୍ଭ କରି 10th class ପର୍ଯନ୍ତ basics clear ହୋଇଯିବ ଏବଂ ବହୁତ କମ ଦିନ ମଧ୍ୟରେ English କହିପାରିବ| ଏ କୋର୍ସ କେବଳ 10th class ପାଇଁ ନୁହେ ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯନ୍ତ ଅଟେ |ଏହା କୁ ଏପରି ଡିଜାଇନ କରାଯାଇଛି କି କିଛି ନଜାଣିଥିବା ଲୋକ ମଧ୍ୟ ଇଂଗ୍ଲିଶ କହିପରିବେ | Guys 20% 0f English କୁ lunch କରିଦିଆ ଯାଇଛି | ଏହି course ଟି 80/20 Principle ଅନୁସାରେ ବନା ଯାଇଛି | ଏହାର ମାନେ ଇଂଗ୍ଲିଶ ରେ କିଛି 20% ଅଛି ଯାହା କି 80 times ପାଇଁ ବ୍ୟବହାର ହୁଏ |ଯଦି ଆମେ ୟେ 20% ଶିଖିଯିବା ତେବେ ବହୁତ ଜଲ୍ଦି English କହିପାରିବା | ୟେ କୋର୍ସ ସମସ୍ତଙ୍କ ପାଇଁ ବନିଛି ପାଠ ଜାଣିଥିବା ଲୋକ ଓ ନ ଜାଣିଥିବା ଲୋକ English କହିପରିବେ | ଛୋଟପିଲା ମଧ୍ୟ ସହଜରେ ଶିଖିପାରିବେ | Spoken English Class in Odia Spoken English Class for Odia medium students Spoken English Zero to Hero in Odia The20%ofEnglish in Odia #Alieods Animated classes in Odia Basic English in Odia Spoken English from Class - 1 to Class 10 in Odia ଓଡିଆ ରେ ଇଂଗ୍ଲିଶ କହିବା ଓଡିଆ ରେ Spoken English Animated classes for Odia Medium Students English Grammar in Odia English Online courses in Odia Free Online English Course in Odia Tenses in Odia Modals in Odia 10th class in Odia 10th class grammar in Odia 9th class grammar in Odia