Dhire Dhire | ଧିରେ ଧିରେ | Odia Christian Song |Human Sagar|2024 @sadaprabhumusic3566
Sadaprabhu Music
0:00 / 0:00
Dhire Dhire | ଧିରେ ଧିରେ | Odia Christian Song |Human Sagar|2024 @sadaprabhumusic3566
435 841 просмотр · 2 года назад
Sadaprabhu Music
35,8 тыс. подписчиков
435 841 просмотр · 2 года назад
ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। (୧ମ ଯୋହନ:୧-୯)
ସମସ୍ତ ଶ୍ରୋତା ମଣ୍ଡଳୀଙ୍କୁ ଆନ୍ତରିକ ନମସ୍କାର। ପ୍ରଭୁଙ୍କ ଅନୁଗ୍ରହରେ "SADAPRABHU MUSIC" ତରଫରୁ ନେଇ ଆସିଛୁ ଏକ ଅନୁତାପ ପୂର୍ଣ୍ଣ ମର୍ମସ୍ପର୍ଶୀ ଗୀତ "ଧିରେ ଧିରେ"। ଗୀତଟିରେ କଣ୍ଠଦାନ କରିଛନ୍ତି ଆମ ସମସ୍ତଙ୍କ ପ୍ରିୟ ଗାୟକ "HUMANE SAGAR" । ଏହି ଗୀତ ଦ୍ୱାରା ଇଶ୍ୱର ଗୌରବ ପାଆନ୍ତୁ ଏବଂ ଗୀତଟି ଅନେକଙ୍କ ନିମନ୍ତେ ଆଶୀର୍ବାଦ ର କାରଣ ହେଉ ବେଲି ଆମର ପ୍ରାର୍ଥନା 🙏 Odia Christian Devotional Song |Human Sagar |2024 @sadaprabhumusic3566
🎶 AUDIO CREDITS 🎶
🎹 SONG TITLE : ଧିରେ ଧିରେ*
🎹 SINGER : HUMANE SAGAR*
🎹 MUSIC & COMPOSITION : DIGBIJAY ( ILU)*
🎹 LYRICS : TAITAS PAL*
🎹 MUSIC SCORING : CHANDAN BHAI*
🎹 PRODUCER : PINKU DIGAL*
🎹 RECORDIST : HARI BHAI*
🎹 MIX & MASTERING : SHAKTI BHAI, MRR STUDIO CTC*
🎹 DOP & EDIT : DIGITAL CREW*
( Song)
ଏହି ଜଗତରେ...
ଧିରେଧିରେ ଧିରେଧିରେ ପାଦ ମୋର ଖସିଯାଏ ଅବାଟରେ
ଧିରେଧିରେ ଧିରେଧିରେ ମନ ମୋର ଚାଲିଯାଏ ଅନ୍ଧକାରେ(୨ ଥର)
ପାପ ଦରିଆରେ ବାଟବଣା ମୁଁ ଯେ (୨ ଥର)
ଶୟତାନ ମାୟା ଜାଲେ....
ଏହି ଜଗତରେ...
-----####------####---------
ଭୁଲି ମୁଁ ତୁମ ପ୍ରେମ କାଟେ ମନ୍ଦ ଜୀବନ
ପଥହରା ମୁଁ ପଥିକ ଟିଏ ହୋଇଛି ଲକ୍ଷ ହୀନ
ଶୁଖିଲା ପତ୍ର ସମ ହୋଇଛି ମୁଁ ମଳିନ
ଦୁରେଇ ପ୍ରଭୁ ତୁମ ପଥରୁ ହେଲା ମୋହର ପତନ
ଡାକୁଛି ମୁଁ ଦୀନହୀନ ଶୁଣ ମୋର କ୍ରନ୍ଦନ
କରୁଛି ମୁଁ ନିବେଦନ ସଜାଡ଼ ମୋ ଜୀବନ
ଏହି ଜଗତରେ.....
--####----####-----###----
ଅନୁତାପ ଅନ୍ତରେ ନୀରବେ ଲୁହ ଢାଳି
ପାପ କଳୁଷ ଯେତେ ମୋହର ସ୍ୱୀକାର ମୁଁ କରୁଅଛି
ହ୍ରୁଦୟ ଶୂନ୍ୟ କରି ଆସିଅଛି ମୁଁ ଫେରି
କୋଳେଇ ନେଇ ବାହୁରେ ତୁମ ଚଳାଅ ମୋ ହାତ ଧରି।
କ୍ଷମାମୟ ଯୀଶୁ ମୋର ହେ ପ୍ରଭୁ କ୍ଷମା କର
ପବିତ୍ର ରକତେ ତୁମେ ଧୋଇ ପାପ ମୋହର
ଏହି ଜଗତରେ...
YOUTUBE CHANNEL-SADAPRABHU MUSIC
◆Special Thanks 🙏🙏 :- Taitas Pal and Digbijay
◆Contact Us:- Sadaprabhumusic2019@gmail.com
Phone no:-
*ANTI-PIRACY WARNING*.
This Content is Copyright to Sadaprabhu Music SADAPRABHU MUSIC . Any unauthorized reproduction, redistribution or
re-upload is strictly prohibited of this Material. Legal action will be taken against those who violate the copyright
of the following material preesented !p
All copyrights reserved with SADAPRABHU Music .2024
©Sadaprabhu Music
Tags:-
#human sagar new christian song,
#human sagar new song,
#human sagar new odia christian song,humane #sagar christian songs,
#new odia christian song,
#human sagar christian song,
#human sagar,odia christian song,
#humane sagar new odia christian songs,humane #sagar christian song,
#humane sagar new christian song,
#human sagar odia christian songs,
#new odia christian songs,
#amit badanayak christian songs,
#human sagar christian songs,
#odia christian songs,
#human sagar sad song