Перейти к содержимому

ପ୍ରିନ୍ସିପାଲ୍ ୩ ମାସ ହେଲା ,ରି-ଆଡମିଶନ ଟଙ୍କା ଫେରାଉ ନାହାଁନ୍ତି Gopalpur College students Protest, Balasore

Pratidin TV

0:00 / 0:00

ପ୍ରିନ୍ସିପାଲ୍ ୩ ମାସ ହେଲା ,ରି-ଆଡମିଶନ ଟଙ୍କା ଫେରାଉ ନାହାଁନ୍ତି Gopalpur College students Protest, Balasore

1 198 просмотров · 10 ч назад
Pratidin TV
1,77 млн подписчиков
1 198 просмотров · 10 ч назад
ପ୍ରିନ୍ସିପାଲ୍ ୩ ମାସ ହେଲା , ରି-ଆଡମିଶନ ଟଙ୍କା ଫେରାଉ ନାହାଁନ୍ତି l ରି-ଆଡମିଶନ ଅର୍ଥ ଫେରସ୍ତ ଦାବିକୁ ନେଇ ଗୋପାଳପୁର ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଶତାଧିକ ଛାତ୍ରଛାତ୍ରୀ ସାମୂହିକ ପ୍ରତିବାଦ କରିଛନ୍ତି। ରି-ଆଡମିଶନ ଅର୍ଥ ଫେରସ୍ତ ଦାବିକୁ ନେଇ ଗୋପାଳପୁର ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଶତାଧିକ ଛାତ୍ରଛାତ୍ରୀ ସାମୂହିକ ପ୍ରତିବାଦ କରିଛନ୍ତି।, ବାଲେଶ୍ୱର ଜିଲ୍ଲା,ବାହାନଗା ବ୍ଲକ ଅନ୍ତର୍ଗତ ଗୋପାଳପୁରସ୍ଥିତ ଏହି ମହାବିଦ୍ୟାଳୟରେ ଆଜି ସକାଳ ୧୦ଟା ସମୟରେ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ନିଜର ଦାବି ଉପସ୍ଥାପନ କରିଥିଲେ। ଛାତ୍ର ସଂସଦ ସଭାପତି ସତ୍ୟଜିତ ଶିଅଳଙ୍କ ଅଧ୍ୟକ୍ଷତାରେ ଏହି ପ୍ରତିବାଦ ଆୟୋଜିତ ହୋଇଥିଲା। ରି-ଆଡମିଶନ ବାବଦ ଅର୍ଥ ଫେରସ୍ତ କରିବା ଦାବିରେ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ପ୍ରତିବାଦ ଜଣାଇଥିଲେ। Gopalpur College students demand re-admission fees refund , Balasore #GopalpurCollege #Balasore #OdishaFreeEducation #SAMS Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha