ପ୍ରେମ ମାନିଲା ଜାତି! ମାରି ଟାଙ୍ଗିଦେଲେ! || Kalahandi Lovers’ Death Mystery || Odisha Reporter
Odisha Reporter
0:00 / 0:00
ପ୍ରେମ ମାନିଲା ଜାତି! ମାରି ଟାଙ୍ଗିଦେଲେ! || Kalahandi Lovers’ Death Mystery || Odisha Reporter
17 888 просмотров · 13 ч назад
Odisha Reporter
2,99 млн подписчиков
17 888 просмотров · 13 ч назад
ପ୍ରେମ କରିଥିଲେ... ଏକାଠି ବଂଚିବାର ସ୍ୱପ୍ନ ଦେଖିଥିଲେ। ହେଲେ ଜଙ୍ଗଲରେ ମିଳିଥିଲା ଦୁଇ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ। ଦୁଇ ହାତ ପରସ୍ପର ସହ ବନ୍ଧା... ବେକରେ ଫାଶୀ ଦଉଡ଼ି! ଏହା ଆତ୍ମହତ୍ୟା, ନା ପ୍ରେମ ପାଇଁ ମିଳିଲା ମୃତ୍ୟୁଦଣ୍ଡ? ଭିନ୍ନ ଜାତିରେ ପ୍ରେମ କରିବା କ’ଣ ହେଲା ଅପରାଧ? କଳାହାଣ୍ଡି ଧର୍ମଗଡ଼ର ବେହେରା ଗାଁ ନିକଟ ଭଣ୍ଡାରଡୁଙ୍ଗରୀ ଜଙ୍ଗଲରୁ ଅଜିତ ନାଏକ ଓ ପ୍ରିୟଦର୍ଶିନୀ ନାଏକଙ୍କ ମୃତଦେହ ଉଦ୍ଧାର ପରେ ଏବେ ଜିଲ୍ଲାରେ ହଇଚଇ। ପରିବାର ଲୋକଙ୍କ ଅଭିଯୋଗ—ଏହା ଆତ୍ମହତ୍ୟା ନୁହେଁ, ଯୋଜନାବଦ୍ଧ ହତ୍ୟା। ଅନ୍ୟପଟେ ପୋଷ୍ଟମର୍ଟମ ପରେ ପୋଲିସର ପ୍ରାଥମିକ ମତକୁ ନେଇ ଉଠିଛି ପ୍ରଶ୍ନ। ପ୍ରଥମେ ନଜର ପକାନ୍ତୁ ପୋଲିସର ପ୍ରତିକ୍ରିୟା ଉପରେ
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #murdermystery2 #love #sadlove #bolangir