Перейти к содержимому

ଧନତ୍ରୟୋଦଶୀ କେବେ ଓ କେମିତି ପାଳିବେ? କ'ଣ କିଣିବେ, କ'ଣ ନୁହେଁ? ଜାଣନ୍ତୁ ଶୁଭ ମୁହୂର୍ତ୍ତ | PrameyaDigital

Prameya Digital

0:00 / 0:00

ଧନତ୍ରୟୋଦଶୀ କେବେ ଓ କେମିତି ପାଳିବେ? କ'ଣ କିଣିବେ, କ'ଣ ନୁହେଁ? ଜାଣନ୍ତୁ ଶୁଭ ମୁହୂର୍ତ୍ତ | PrameyaDigital

7 268 просмотров · 18 ч назад
Prameya Digital
152 тыс. подписчиков
7 268 просмотров · 18 ч назад
ଧନତ୍ରୟୋଦଶୀ ବା ଧନତେରସ କେବେ ପାଳନ କରାଯିବ? ଏହି ଦିନ କ'ଣ କିଣିଲେ ଶୁଭ ଓ କେଉଁ ଜିନିଷ କିଣିବା ଅଶୁଭ? ସୁନା, ରୁପା, ବାସନକୁସନ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବାର ଶୁଭ ସମୟ କେତେ? ଧନତେରସକୁ ନେଇ ରହିଛି ଅନେକ ଧାର୍ମିକ ମାନ୍ୟତା ଓ ପରମ୍ପରା। Dhanteras 2026 ଅବସରରେ ଜାଣନ୍ତୁ Shopping Muhurat, Auspicious Items, Gold & Silver Buying Time ଏବଂ ଧନତ୍ରୟୋଦଶୀର ମହତ୍ତ୍ୱ। କେତେବେଳେ କେଉଁ ଜିନିଷ କିଣିଲେ ଶୁଭ? ସମସ୍ତ ପ୍ରଶ୍ନର ଉତ୍ତର ପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏଭଳି ପର୍ବପର୍ବାଣୀ, ଧାର୍ମିକ ପରମ୍ପରା ଓ ରୋଚକ ଖବର ପାଇଁ Prameya Digital କୁ Like, Share ଓ Subscribe କରନ୍ତୁ। #Dhanteras2026 #Dhantrayodashi #Dhanteras #DhanterasShopping #DhanterasMuhurat #DhanterasPuja #GoldBuying #SilverBuying #ShoppingMuhurat #AuspiciousShopping #Diwali2026 #LakshmiPuja #Dhanvantari #FestivalSpecial #DhanterasSpecial #OdiaNews #OdishaNews #FestivalNews #PrameyaDigital For latest news updates follow us on WhatsApp: https://www.whatsapp.com/channel/0029... For latest Odisha News Follow us: Website: http://www.prameya.com   / prameyadigital     / prameyadigital      / @prameyadigital     / prameya-digital-2853663a7     / prameyadigital   https://www.whatsapp.com/channel/0029...