Перейти к содержимому

🌿 ସଜନା ଛୁଇଁ ଆଳୁ ଭଜା 😋 | ପୁରା ଘରୋଇ ଷ୍ଟାଇଲ୍ ଦେଶୀ ଖାଇବା ❤️ | Sajana Chhuin Aloo Bhaja | Runus Kitchen

Runu's odia kitchen

0:00 / 0:00

🌿 ସଜନା ଛୁଇଁ ଆଳୁ ଭଜା 😋 | ପୁରା ଘରୋଇ ଷ୍ଟାଇଲ୍ ଦେଶୀ ଖାଇବା ❤️ | Sajana Chhuin Aloo Bhaja | Runus Kitchen

8 просмотров · 9 часов назад
Runu's odia kitchen
102 подписчика
8 просмотров · 9 часов назад
ନମସ୍କାର 🙏❤️ ସ୍ୱାଗତ ଆମ YouTube Channel Runus Kitchen କୁ। ଆଜି ଆପଣମାନଙ୍କ ପାଇଁ ନେଇ ଆସିଛି ଏକ ସୁଆଦିଆ ଓ ସରଳ ଦେଶୀ ରେସିପି — ସଜନା ଛୁଇଁ ଆଳୁ ଭଜା 🌿🥔😋 ଅଳ୍ପ କିଛି ମସଲାରେ ପୁରା ଘରୋଇ ଷ୍ଟାଇଲ୍‌ରେ ଏହି ମଜାଦାର ଭଜା ବନାନ୍ତୁ ଏବଂ ଗରମ ଗରମ ଭାତ ସହିତ ଖାଇ ମଜା ନିଅନ୍ତୁ। ❤️ ଯେଉଁମାନେ ଦେଶୀ ଓଡ଼ିଆ ଖାଦ୍ୟ ପସନ୍ଦ କରନ୍ତି, ସେମାନେ ଏହି recipe ନିଶ୍ଚୟ try କରନ୍ତୁ। ମୋ ଷ୍ଟାଇଲ୍‌ରେ ବନାନ୍ତୁ ଓ ଘରର ସମସ୍ତଙ୍କୁ ଖୁଆନ୍ତୁ। 😍 👍 Video ଭଲ ଲାଗିଲେ Like କରନ୍ତୁ। 📲 Family ଓ Friends ଙ୍କ ସହ Share କରନ୍ତୁ। 🔔 ଆହୁରି ନୂଆ ନୂଆ Odia Recipes ପାଇଁ Runus Kitchen କୁ Subscribe କରନ୍ତୁ। ଆପଣଙ୍କୁ ସଜନା ଛୁଇଁ ଆଳୁ ଭଜା କେମିତି ଲାଗିଲା, Comment କରି ନିଶ୍ଚୟ ଜଣାନ୍ତୁ। ❤️🙏 #SajanaChhuinAlooBhaja #DrumstickFry #OdiaRecipe #OdiaFood #OdiaCooking #DesiFood #HomemadeFood #OdiaVegRecipe #AlooBhaja #RunusKitchen #IndianRecipes #VillageStyleCooking