Перейти к содержимому

କୁମାର ପୂର୍ଣ୍ଣିମା | odia vlog

Odia Jhia Lovely Lifestyle

0:00 / 0:00

କୁମାର ପୂର୍ଣ୍ଣିମା | odia vlog

557 просмотров · 12 дн. назад
Odia Jhia Lovely Lifestyle
470 подписчиков
557 просмотров · 12 дн. назад
🌕🙏 ଜୟ ମା' ଲକ୍ଷ୍ମୀ 🙏🌕 ଆଜିର ଭିଡିଓରେ ଆପଣମାନଙ୍କୁ ଦେଖାଇବି ଆମ ଘରେ କିପରି ପାଳନ କଲୁ ପବିତ୍ର କୁମାର ପୂର୍ଣ୍ଣିମା ❤️🪔 ପୂଜାପାଠ, ଆମର ପରମ୍ପରା ଓ ପରିବାର ସହିତ କିଛି ସୁନ୍ଦର ମୁହୂର୍ତ୍ତ ନେଇ ଆଜିର ଏହି ଭିଡିଓ। 🥰🌸 ଆଶା କରୁଛି ଆପଣମାନଙ୍କୁ ଆମ ଘରର ଏହି ଛୋଟିଆ ପ୍ରୟାସ ଭଲ ଲାଗିବ। ଭିଡିଓଟି ଭଲ ଲାଗିଲେ Like କରନ୍ତୁ, Comment କରି ଆପଣମାନଙ୍କ ମତାମତ ଜଣାନ୍ତୁ ଏବଂ ଆମ ଚ୍ୟାନେଲକୁ Subscribe କରିବାକୁ ଭୁଲିବେନି। ❤️🙏 ଆପଣମାନଙ୍କୁ ଓ ଆପଣଙ୍କ ପରିବାରକୁ କୁମାର ପୂର୍ଣ୍ଣିମାର ଅନେକ ଅନେକ ଶୁଭେଚ୍ଛା। 🌕🌺 #KumarPurnima #OdiaVlog #OdiaFamilyVlog #KumarPurnimaPuja #OdiaFestival