ଇତିହାସ ମୁକସାକ୍ଷୀ, ଶବ ବୋହୁଛି ବିଜୁବାବୁଙ୍କ ଗାଡି | Odisha Reporter
Odisha Reporter
0:00 / 0:00
ଇତିହାସ ମୁକସାକ୍ଷୀ, ଶବ ବୋହୁଛି ବିଜୁବାବୁଙ୍କ ଗାଡି | Odisha Reporter
749 192 просмотра · 2 года назад
Odisha Reporter
2,98 млн подписчиков
749 192 просмотра · 2 года назад
କଳିଙ୍ଗ ବୀର ସ୍ବର୍ଗତ ବିଜୁ ପଟ୍ଟନାୟକ ଯେଉଁ ଜିପରେ ବସି ଏକଦା ନିର୍ବାଚନ ପ୍ରଚାର କରୁଥିଲେ ସେହି ଜିପ ଆଜି ଶବ ବୋହୁଛି। କେବଳ ବିଜୁ ବାବୁ ନୁହଁନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନୀଳମଣୀ ରାଉତରାୟ, ତାଙ୍କ ପୁଅ ବିଜୟଶ୍ରୀ ରାଉତରାୟଙ୍କ ଭଳି ମହାନ ନେତା ଯେଉଁ ଜିପରେ ବସି ଏକଦା ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର ଏବଂ ସଭା ସମିତିକୁ ଯାଉଥିଲେ ସେହି ଜିପ ଶବ ବୋହୁଛି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #BijuPatnaik #BHADRAK #odisha #news #odishareporter