Перейти к содержимому

Benupada Matha| Gadibrahma |Delang |Puri |Full Episode

MJ SMILE WORLD

0:00 / 0:00

Benupada Matha| Gadibrahma |Delang |Puri |Full Episode

18 403 просмотра · 6 лет назад
MJ SMILE WORLD
35,6 тыс. подписчиков
18 403 просмотра · 6 лет назад
Hii I am Manoranjan Jena Welcome to our Channel Mj_smile_world About This video ..................................................... ବେନୁପଡା ଗାଦିବ୍ରହ୍ମ ମଠ, ଡ଼େଲାଙ୍ଗ, ପୁରୀ, ଓଡିଶା ..................................... 'ମାଟି ଗାଦିକି ମନେ ହେତୁ କର | ପରମ ରହିଛି ମାଟି ଶରୀର || ମାଟିକି ଆଗେ ଦଣ୍ଡବତ କର | ଗୁରୁଚରଣ ମାଟି ଅଙ୍ଗେ ବୋଳ || .................................... ' ବାଇଦାସଙ୍କ ପଦ /ଟିକିଏ ବିଭୂତି, ଟିକିଏ ଗଦ |' .................................. ଚଳନ୍ତି ପ୍ରତିମା ମଦନମୋହନ, ଲକ୍ଷ୍ମୀ ଓ ସରସ୍ଵତୀଙ୍କ ପୂଜାର୍ଚ୍ଚନା ................................ ପଞ୍ଚଗାଦି (ପଞ୍ଚ ସିଦ୍ଧପୁରୁଷ) ୧. ବାଇଦାସ ୨. ଦୀନକୃଷ୍ଣ ଦାସ ୩. ଆର୍ତ୍ତତ୍ରାଣ ଦାସ ୪. ମାଧବ ଦାସ ୫. ନିଳାଦ୍ରି ଦାସ ................................... ମୁଖ୍ୟପର୍ବ - ଅଁଳା ନବମୀ ପର୍ବପର୍ବାଣୀ - ଚନ୍ଦନଯାତ୍ରା, ଦେବସ୍ନାନ ପୂର୍ଣ୍ଣିମା, ଝୁଲଣ ପର୍ବ, ଦୋଳ ପର୍ବ, ଅକ୍ଷୟ ତୃତୀୟା, ଶୀତଳ ଷଷ୍ଠୀ, ଶିବ ବିବାହ, ନେତ୍ରୋତ୍ସବ, ଠାକୁରାଣୀ ଅରୁପାଙ୍କ ଷୋଳପୂଜା ଓ ଦଶହରା ................................ *ଚନ୍ଦନ ପୋଖରୀ ................... *ଅନନ୍ତ ଠାକୁର *ଅନନ୍ତ ଗାଦି *ସମାଧି ଘର *ବରୁଣ ପୋଖରୀ *ଉତ୍ତରମୁଖା ମହାବୀର ............................. ଏହି ସମସ୍ତ ବିଷୟ ବସ୍ତୁ ଉପରେ ଆଲୋଚନା | ଆଶା କରୁଛି ଆପଣମାନଙ୍କୁ ଭଲ ଲାଗିବ, ଯଦି କିଛି ତ୍ରୁଟି ରହିଯାଏ ଦୟା କରି କ୍ଷମା କରିବେ | .............................. ଜୟ ଜଗନ୍ନାଥ ଜୟ ଗାଦିବ୍ରହ୍ମ ............................. Benupada matha, Delang, puri ---------------------- An oldest religious organization founded by five sidha purusha,Bidhar Das,Dinakrusna Das,Artatrana Das,Madhab Das and Niladri Das, This is known as khyatriya Guru gadi and most favourite place of Lord Balabhadra, elder brother of Lord Jagannath The presiding deities are five clay made stupas decorated in flowers and clothes. It was founded around 250 years ago on an area of 5 acres by sidhapurusa Bai Das. A Mahanta usually remains in charge of the management of the Matha. On the day of Amla Navami in November a big fair is held . Benupada is a small Village in Delang Tehsil in Puri District of Odisha State, India. It is located 33 KM towards North from District head quarters Puri. 6KM from Delanga Station ,1.5 Km From Kanas Road Railway Station and 30 KM from State capital Bhubaneswar. Follow me on Facebook Page-   / mjsmileloveforsocialwork   Follow Me on Instagram-  / manoranjan_mjsmileworld   #benupada_matha #mj_smile_world #Delang