He Abrahamanka Iswara | ହେ ଅବ୍ରାହମଙ୍କ ଈଶ୍ଵର | Odia Christian Worship Cover Song | Rupesh Kumar Nayak
Love you Jesus Songs
0:00 / 0:00
He Abrahamanka Iswara | ହେ ଅବ୍ରାହମଙ୍କ ଈଶ୍ଵର | Odia Christian Worship Cover Song | Rupesh Kumar Nayak
141 894 просмотра · 2 месяца назад
Love you Jesus Songs
2,27 тыс. подписчиков
141 894 просмотра · 2 месяца назад
ହେ ଅବ୍ରାହମଙ୍କ ଈଶ୍ଵର | He Abrahamanka Iswara
A humble worship cover song presented for the glory of God.
Original Lyricist/Composer: Unknown
(If anyone knows the original author or copyright holder, kindly contact us so proper credit may be given.)
This video is created solely for worship and ministry purposes. No copyright infringement is intended.
Music & Video Arranged by:
Rupesh Kumar Nayak
🙏 May God bless you through this song.
#HeAbrahamankaIswara
#OdiaChristianSong
#OdiaWorshipSong
#JesusSongs
#ChristianMusic
#OdiaGospelSong
#WorshipSong
DISCLAIMER
This song is a worship cover version created for the glory of God and for ministry purposes.
Original lyrics and tune belong to their respective author(s)/composer(s). The original lyricist/composer of this song is currently unknown to us. No copyright infringement is intended.
If you are the original author, composer, copyright holder, or have information regarding the original source of this song, kindly contact us. Appropriate credit will be gladly given.
Music & Video Arranged by:
Rupesh Kumar Nayak
Lyrics
ହେ ଅବ୍ରହାମଙ୍କ ଈଶ୍ଵର
ଇସାହାକଙ୍କ ଈଶ୍ଵର
ଯାକୁବଙ୍କ ଈଶ୍ଵର
ହେ ଅବ୍ରହାମଙ୍କ ଈଶ୍ଵର
ଇସାହାକଙ୍କ ଈଶ୍ଵର
ଯାକୁବଙ୍କ ଈଶ୍ଵର
[Verse 1]
ଯିହୋବାଯିରି ହେ ମୋର,
ଯିହୋବାନିଶି ହେ ମୋର
ଯିହୋବାଯିରି ହେ ମୋର,
ଯିହୋବାନିଶି ହେ ମୋର
ଯିହୋବା ଶାଲୋମ ହେ ମୋର,
ହେ ମୋର ଦୟାସାଗର
ଯିହୋବା ଶାଲୋମ ହେ ମୋର,
ହେ ମୋର ଦୟାସାଗର
ହେ ଅବ୍ରହାମଙ୍କ ଈଶ୍ଵର
ଇସାହାକଙ୍କ ଈଶ୍ଵର
ଯାକୁବଙ୍କ ଈଶ୍ଵର
ଯିହୋବାରାଫା ହେ ମୋର,
ଯିହୋବା ରହି ହେ ମୋର
ଯିହୋବାରାଫା ହେ ମୋର,
ଯିହୋବା ରହି ହେ ମୋର
ଇମାନୁୟେଲ ଈଶ୍ଵର,
ହେ ମୋର ଦୟାସାଗର
ଇମାନୁୟେଲ ଈଶ୍ଵର,
ହେ ମୋର ଦୟାସାଗର
ହେ ଅବ୍ରହାମଙ୍କ ଈଶ୍ଵର
ଇସାହାକଙ୍କ ଈଶ୍ଵର
ଯାକୁବଙ୍କ ଈଶ୍ଵର
ସାହାଯ୍ୟକାରୀ ହେ ମୋର,
ଉଦ୍ଧାରକାରୀ ହେ ମୋର
ସାହାଯ୍ୟକାରୀ ହେ ମୋର,
ଉଦ୍ଧାରକାରୀ ହେ ମୋର
ସୁରକ୍ଷାକାରୀ ହେ ମୋର,
ହେ ମୋର ଦୟାସାଗର
ସୁରକ୍ଷାକାରୀ ହେ ମୋର,
ହେ ମୋର ଦୟାସାଗର
ହେ ଅବ୍ରହାମଙ୍କ ଈଶ୍ଵର
ଇସାହାକଙ୍କ ଈଶ୍ଵର
ଯାକୁବଙ୍କ ଈଶ୍ଵର
ହେ ଅବ୍ରହାମଙ୍କ ଈଶ୍ଵର
ଇସାହାକଙ୍କ ଈଶ୍ଵର
ଯାକୁବଙ୍କ ଈଶ୍ଵର