Перейти к содержимому

Live: ରାଷ୍ଟ୍ରପତିଙ୍କ ଗାଁରେ ହଠାତ୍... | President Droupadi Murmu Odisha Visit | Mayurbhanj Rairangpur

News18 Odia

0:00 / 0:00

Live: ରାଷ୍ଟ୍ରପତିଙ୍କ ଗାଁରେ ହଠାତ୍... | President Droupadi Murmu Odisha Visit | Mayurbhanj Rairangpur

6 278 просмотров · Трансляция закончилась 3 месяца назад
News18 Odia
6,22 млн подписчиков
6 278 просмотров · Трансляция закончилась 3 месяца назад
Live: ରାଷ୍ଟ୍ରପତିଙ୍କ ଗାଁରେ ହଠାତ୍... | President Droupadi Murmu Odisha Visit | Mayurbhanj Rairangpur ଆଜି ରାଇରଙ୍ଗପୁର ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଉ ଆସନ୍ତାକାଲି ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ସମଗ୍ର ଦେଶ ଓ ରାଜ୍ୟ ଶାସନର କ୍ଷମତା ଗାଦି ବା ‘ପାୱାର କରିଡର’ ପାଲଟିଛି ରାଇରଙ୍ଗପୁର । ରାଇରଙ୍ଗପୁରରେ ଓଡ଼ିଶାରେ ମୋହନ ସରକାରଙ୍କ ସଫଳ ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏଥିପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆସୁଛନ୍ତି । କେବଳ ଦେଶର ଦୁଇ ଶୀର୍ଷ ମୁଖ୍ୟ ନୁହନ୍ତି, ଏହି ହାଇ-ପ୍ରୋଫାଇଲ୍ ଉତ୍ସବ ପାଇଁ ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ କ୍ୟାବିନେଟ୍‌ର ମାଳ ମାଳ ମନ୍ତ୍ରୀ, ବିଧାୟକ, ସଚିବ ଏବଂ ଅନେକ ପ୍ରଭାବଶାଳୀ ନେତୃବୃନ୍ଦ ଏବେ ରାଇରଙ୍ଗପୁରରେ ଡେରା ପକାଇଛନ୍ତି। ବଡ଼ ବଡ଼ ନେତା ଓ ମନ୍ତ୍ରୀଙ୍କ କ୍ୟାମ୍ପ୍ ଅଫିସ୍ ଯୋଗୁଁ ସହରର ସମସ୍ତ ହୋଟେଲ ଓ ପ୍ରଶାସନିକ ଗୃହ ଏବେ ସମ୍ପୂର୍ଣ୍ଣ ଫୁଲ୍ ହୋଇଯାଇଛି। Mayurbhanj district's Rairangpur is buzzing with high-profile activity as it prepares to welcome India's President today, followed by Prime Minister Narendra Modi tomorrow. To ensure the flawless execution and success of the events hosted by the nation's two highest dignitaries, top political leaders, ministers, and senior administrative officials have camped in the region. Security has been beefed up to the maximum, turning the town into a heavily guarded fortress. Local authorities and central teams are working hand-in-hand to manage the logistics and massive public gatherings expected during this historic VVIP visit. ଆଜି ଆସିବେ ରାଷ୍ଟ୍ରପତି, କାଲି ପ୍ରଧାନମନ୍ତ୍ରୀ! ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରରେ ନେତା, ମନ୍ତ୍ରୀ ଓ ହାଇପ୍ରୋଫାଇଲ୍ ଅଫିସରଙ୍କ ଛାଉଣି। ଦେଶର ଦୁଇ ପ୍ରମୁଖ ବ୍ୟକ୍ତିତ୍ବଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜୋରଦାର ପ୍ରସ୍ତୁତି। #Mayurbhanj #PresidentVisit #PMModi #Odisha Stay tuned to News18 Odia for nonstop coverage, developmental project inaugurations, and the massive public address by the President and Prime Minister on this historic milestone! Don't forget to Like, Share, and Subscribe for 24X7 Live Updates! #RairangpurPowerCorridor #PresidentDroupadiMurmu #PMNarendraModi #MohanMajhiGovt #OdishaGovernment2Years #MayurbhanjNews #OdishaPolitics #News18OdiaLive #BreakingNewsOdisha #OdiaNewsToday #PMModi #PresidentDroupadiMurmu #Mayurbhanj #Rairangpur #Pahadpur #OdishaVisit #OdiaNews #News18Odia #OdishaNews Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens. News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ । Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook:   / news18odia   Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm ID_OD_BJ