Перейти к содержимому

ଆମ Internship ର ଶେଷ ଦିନ ❤️ | Part-2 | Memories That Will Stay Forever @MonikaPanda21

Monika Panda 21

0:00 / 0:00

ଆମ Internship ର ଶେଷ ଦିନ ❤️ | Part-2 | Memories That Will Stay Forever @MonikaPanda21

593 просмотра · 4 дн. назад
Monika Panda 21
99 подписчиков
593 просмотра · 4 дн. назад
ଆମ Internship ର ଶେଷ ଦିନର କିଛି ଖାସ ଓ ଅଭୁଲା moments ନେଇ ଆସିଛି Part-2 ❤️✨ ଏହି vlog ରେ ରହିଛି ଆମର ଶେଷ ଦିନର ହସ-ମଜା, ସମସ୍ତଙ୍କ ସହିତ କିଛି ସୁନ୍ଦର moments,lunch ଏବଂ internship ର ଶେଷ ସ୍ମୃତିଗୁଡ଼ିକ। 🥹💙 ଏହି internship journey ମୋ ପାଇଁ କେବଳ teaching experience ନୁହେଁ, ଅନେକ ନୂଆ ଲୋକ, ନୂଆ ଅନୁଭୂତି ଏବଂ ଅନେକ memories ଦେଇଗଲା। ❤️ Internship ଶେଷ ହେଲା… କିନ୍ତୁ memories ସବୁବେଳେ ରହିବ। 🥹✨ ଭିଡିଓଟି ଭଲ ଲାଗିଲେ Like ❤️ | Comment 💬 | Share 🔄 | Subscribe 🔔 କରିବାକୁ ଭୁଲିବେନି।