ଗଞ୍ଜାମ ଟ୍ରାଜେ଼ଡି.. ସତ ଖୋଲିଦେଲେ ପୂର୍ବତନ ନିର୍ଦ୍ଦେଶକ | Odisha Reporter
Odisha Reporter
0:00 / 0:00
ଗଞ୍ଜାମ ଟ୍ରାଜେ଼ଡି.. ସତ ଖୋଲିଦେଲେ ପୂର୍ବତନ ନିର୍ଦ୍ଦେଶକ | Odisha Reporter
929 просмотров · 1 ч назад
Odisha Reporter
2,99 млн подписчиков
929 просмотров · 1 ч назад
ଗଞ୍ଜାମ ଟ୍ରାଜେ଼ଡି.. ସତ ଖୋଲିଦେଲେ ପୂର୍ବତନ ନିର୍ଦ୍ଦେଶକ | Odisha Reporter
ଗଞ୍ଜାମ ଟ୍ରାଜେଡିକୁ ନେଇ ସାମ୍ନାକୁ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ବନ୍ୟା ଓ ବାତ୍ୟା ଭଳି ବିପର୍ଯ୍ୟୟ ସମୟରେ କେଉଁଠି ରହିଲା ତ୍ରୁଟି? ବିପର୍ଯ୍ୟୟ ମୁକାବିଲାରେ କେଉଁଠି ହେଲା ଅବହେଳା? OSDMAର ପୂର୍ବତନ ନିର୍ଦ୍ଦେଶକ ସୁଭେନ୍ଦ୍ର କୁମାର ନାୟକଙ୍କ ମୁହଁରୁ ଶୁଣନ୍ତୁ ବିପର୍ଯ୍ୟୟ ପରିଚାଳନାର ଅନୁଭୂତି ଓ ଗଞ୍ଜାମ ଟ୍ରାଜେଡିର ଅନ୍ତରାଳର କଥା। ବିପର୍ଯ୍ୟୟ ପୂର୍ବରୁ ପ୍ରସ୍ତୁତିଠାରୁ ଆରମ୍ଭ କରି ଉଦ୍ଧାର ଓ ରିଲିଫ୍ ପର୍ଯ୍ୟନ୍ତ କେଉଁଠି ରହିଗଲା ତ୍ରୁଟି ଦେଖନ୍ତୁ, ଆମର ସ୍ୱତନ୍ତ୍ର ସାକ୍ଷାତକାରରେ...
#GanjamTragedy #OSDMA #SubhendraKumarNayak #Ganjam #OdishaNews #OdishaDisaster #Flood #Cyclone #DisasterManagement #OdishaReporter #SpecialInterview #Odisha
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter