ଗପସପ କାର୍ଯ୍ୟକ୍ରମ | ଆଜିର ଅତିଥି ଚିତ୍ର ବିରାୟୁଧ । ଗଞ୍ଜାମର ଚର୍ଚ୍ଚିତ କଳାକାର Podcast @kalaokalakara
Kala O Kalakara
0:00 / 0:00
ଗପସପ କାର୍ଯ୍ୟକ୍ରମ | ଆଜିର ଅତିଥି ଚିତ୍ର ବିରାୟୁଧ । ଗଞ୍ଜାମର ଚର୍ଚ୍ଚିତ କଳାକାର Podcast @kalaokalakara
1 907 просмотров · 8 дней назад
Kala O Kalakara
793 подписчика
1 907 просмотров · 8 дней назад
🎙️ ଗପସପ କାର୍ଯ୍ୟକ୍ରମ |
ଆଜିର ଅତିଥି – ଚିତ୍ର ବିରାୟୁଧ
ଗଞ୍ଜାମ ମାଟିର ଜଣେ ଚର୍ଚ୍ଚିତ କଳାକାର ଶ୍ରୀ ଚିତ୍ର ବିରାୟୁଧଙ୍କ ସହ ଆଜିର ବିଶେଷ ଗପସପ କାର୍ଯ୍ୟକ୍ରମ। 🎨
✨
ଏହି ସାକ୍ଷାତକାରରେ ତାଙ୍କର କଳା ଜୀବନ, କଳା ପ୍ରତି ଭଲପାଇବା, ସଂଘର୍ଷ, ଅନୁଭୂତି ଓ କଳା ଯାତ୍ରା ବିଷୟରେ ଅନେକ ରୋଚକ କଥା ଜାଣିବାକୁ ମିଳିବ।
ଗଞ୍ଜାମର ମାଟିରୁ ଉଠିଆସିଥିବା ଏହି ପ୍ରତିଭାବାନ କଳାକାରଙ୍କ ଅଜଣା କଥା ଓ ଅନୁଭୂତି ଜାଣିବା ପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ।
❤️
👍 ଭିଡିଓଟି ଭଲ ଲାଗିଲେ Like କରନ୍ତୁ
💬 ଆପଣଙ୍କ ମତାମତ Comment କରନ୍ତୁ
🔔 @kalaokalakara ଚ୍ୟାନେଲକୁ Subscribe କରନ୍ତୁ
#ଗପସପ #ଚିତ୍ରବିରାୟୁଧ #ଗଞ୍ଜାମକଳାକାର #ଓଡ଼ିଆକଳା #କଳାଓକଳାକାର #OdiaArtist #GanjamArtist #ExclusivePodcast #OdiaPodcast #kalaokalakara #odiasong #odiaramayana #odiamahabharat #viralvideo #odianataka