Flood in Odisha: CM Naveen Patnaik on Aerial Inspection Today | ବନ୍ୟା ଦେଖିଲେ ନବୀନ | THE Quiver
THE Quiver News
0:00 / 0:00
Flood in Odisha: CM Naveen Patnaik on Aerial Inspection Today | ବନ୍ୟା ଦେଖିଲେ ନବୀନ | THE Quiver
1 628 просмотров · 4 года назад
THE Quiver News
288 тыс. подписчиков
1 628 просмотров · 4 года назад
ବନ୍ୟାଞ୍ଚଳ ବୁଲିଲେ ମୁଖ୍ୟମନ୍ତ୍ରୀ । ତାହା ପୁଣି ଆକାଶ ମାର୍ଗରୁ । ଓଡ଼ିଶାରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିକୁ ଆଜି ଆକାଶମାର୍ଗରୁ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାନଦୀରେ ସୃଷ୍ଟି ହୋଇଥିବା ବନ୍ୟା ଫଳରେ ଏବେ ତଳମୁଣ୍ଡରେ ଲୋକ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ତାଙ୍କ ସହ ଉପସ୍ଥିତ ଥିଲେ ୫ଟି ସଚିବ ଭି.କେ. ପାଣ୍ଡିଆନ୍ । କିନ୍ତୁ ନଥିଲେ କୌଣସି ମନ୍ତ୍ରୀ, ବିଧାୟକ କିମ୍ବା ପ୍ରଭାବିତ ଅଞ୍ଚଳର କୌଣସି ନେତା ନଥିଲେ ।
#thequiver #updatenews #naveenpatnaik #CMOOdisha #mahanadiflood #floodseatuation #heavyrain #odianewstoday #odishanews #odishapolitics #hirakuddam #odraf
Get Touch With Us!
--------------------------
Subscribe "TheQuiverNews" in YouTube! https://bit.ly/3t9rR5R
Like us in Facebook: / thequivernews
Follow us in Instagram: / thequivernews
Follow us in Twitter: / thequivernews
Visit our website: https://thequiver.in/
Follow us in LinkedIn: / thequivernews